Browsing Tag

redhakhole

ଜେଲ୍‌ରେ ଖାଇବା ପିଇବା ଠିକ୍ ଭାବେ ଦିଆଯାଉନାହିଁ ବୋଲି କଏଦୀ କଲେ ପ୍ରତିବାଦ: ଜେଲର ମାଡ଼ ମାରି ଆହତ କରିଥିବା…

ରେଢାଖୋଲ(କେନ୍ୟୁଜ୍):ରେଢ଼ାଖୋଲ ଜେଲରଙ୍କ ମାଡ଼ରେ ଜଣେ କଏଦୀ ଆହତ। ଚିକିତ୍ସା ପାଇଁ ରେଢାଖୋଲ ହସ୍ପିଟାଲରେ ଭର୍ତ୍ତି। ସେପଟେ ଆହତ କଏଦୀଙ୍କ ଗୁରୁତର ଅଭିଯୋଗ। ଜେଲରେ ନିମ୍ନମାନର ଖାଦ୍ୟ ଦିଆଯିବା ପ୍ରତିବାଦ କରିବାରୁ ମାଡ଼ ମରାଯାଇଛି। ଅବ୍ୟବସ୍ଥାକୁ ପ୍ରତିବାଦ କରିଥିବା ୩ କଏଦୀଙ୍କୁ…

ସମ୍ବଲପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାକଟା, ୪ ଆହତ

ରେଢାଖୋଲ(କେନ୍ୟୁଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଛି। ଏଥିରେ ଉଭୟ ପରିବାରର ୪ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ପଣ୍ଡକିମାଳ ଗାଁରେ। ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ…

ବିଦ୍ୟୁତ୍ ଆଘାତରେ ମା ଓ ଦିବ୍ୟାଙ୍ଗ ପୁଅର ମୃତ୍ୟୁ, ଟେବୁଲ ଫ୍ୟାନ୍‌ରୁ ଲାଗିଲା ଝଟ୍‌କା

ରେଢାଖୋଲ (କେନ୍ୟୁଜ୍) : ଈଶ୍ୱର ବୋଧହୁଏ ଚାହୁଁଥିଲେ ସେମାନଙ୍କୁ ଏକାଠି ରଖିବାକୁ ସେଇଥି ପାଇଁ ଏକା ସାଂଗରେ ନେଇଗଲେ । ସମ୍ବଲପୁର ଜିଲ୍ଲା ରେଢାଖୋଲ, ଚାରମାଳ ଥାନା ଅନ୍ତର୍ଗତ ବାରବାଙ୍କ ଗାଁରେ ଏହି ଘଟଣା ଘଟିଛି । ଯାହା ସମସ୍ତଙ୍କ ମନରେ ଗଭୀର ଆଘାତ ଦେଇଛି । ବିଦ୍ୟୁତ୍ ଆଘାତରେ ଉଭୟ ମା ଓ…

ରେଢ଼ାଖୋଲ : ଘର ଭିତରୁ ମାଆ, ଝିଅଙ୍କର ମୃତଦେହ ଉଦ୍ଧାର

ରେଢ଼ାଖୋଲ (କେନ୍ୟୁଜ୍‌) : ଘର ଭିତରେ ପଡ଼ିରହିଛି ମାଆ ଓ ଝିଅଙ୍କ ମୃତଦେହ। ସେମାନଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅଞ୍ଚଳରେ । ଏନେଇ ଅଭିଯୋଗ ହେବା ପରେ ପୁଲିସ…