Browsing Tag

rescued parrot

ବେଶୀ ସମୟ ରହିଲାନି ଖୁସି, ବନ ବିଭାଗ ଶୁଆ ନେଇଗଲେ ନନ୍ଦନକାନନ

ଭୁବନେଶ୍ୱର(କେନ୍ୟୁଜ) : ହଜି ଯାଇଥିବା ଶୁଆ କୋକୋ ଫେରି ପାଇଲେ ସସ୍ମିତା । ହେଲେ ଖୁସି ବେଶୀ ସମୟ ରହିଲା ନାହିଁ । ଖବର ପାଇ ବନ ବିଭାଗ ଟିମ୍‌ ପହଞ୍ଚିଲା ସସ୍ମିତାଙ୍କ ଘରେ । ଶୁଆକୁ ଉଦ୍ଧାର କରି ସାଙ୍ଗରେ ନେଇଗଲେ। କୋକୋକୁ ହସ୍ତାନ୍ତର କରିବା ବେଳେ ଭାବବିହ୍ଵଳ ହୋଇଥିଲେ ସସ୍ମିତା ।…