ଜୟପୁରରେ ଘଟିଲା ଅଘଟଣ : ଦ୍ରୁତଗାମୀ SUV ଧକ୍କାରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ମୃତ୍ୟୁ,ଚାଲିଛି ତଦନ୍ତ
ଜୟପୁର : ରାଜସ୍ଥାନରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଶୁକ୍ରବାର ସକାଳେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ସାଇକେଲରେ ଚିତ୍ରକୂଟ ଷ୍ଟାଡିୟମକୁ ମର୍ଣ୍ଣିଂ ୱାକ୍ ପାଇଁ ଯାଉଥିଲେ ଏହି ସମୟରେ ଏକ ଦ୍ରୁତଗାମୀ SUV ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି ଜୟପୁରର ଗାନ୍ଧୀ ପଥଠାରେ…