Below header
Browsing Tag

revenue inspector

ଭିଜିଲାନ୍ସ ଜାଲରେ ମହିଳା ରାଜସ୍ବ ନିରୀକ୍ଷକ: ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ସୁନ୍ଦରଗଡ଼ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ପୁଣି ଜଣେ ରାଜସ୍ବ ନିରୀକ୍ଷକ। ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୁକ୍ତ ହେଲେ ଟାଙ୍ଗରପାଲି ତହସିଲର ତସଲାଡିହି ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ। ସୂଚନା ଅନୁସାରେ ଜିଲ୍ଲା ସଦର…

ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ, ୨୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ମାଲକାନଗିରି (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ରାଜସ୍ବ ନିରୀକ୍ଷକ। ୨୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ରାଜସ୍ବ ନିରୀକ୍ଷକଙ୍କୁ ମାଡି ବସିଲା ଭିଜିଲାନ୍ସ। ମାଲକାନଗିରି ତହସିଲ ସିନ୍ଦ୍ରୀମାଳ ଆରଆଇ ସୀମାଞ୍ଚଳ ସାହୁଙ୍କୁ ଟଙ୍କା ସହ ଧରିଛି ଭିଜିଲାନ୍ସ।…

କାର୍ଯ୍ୟାଳୟ ଭିତରେ ପଶି ମହିଳା ରାଜସ୍ୱ ନିରୀକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ଆନନ୍ଦପୁର(କେନ୍ଯୁଜ୍): ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ପଶି ମହିଳା ରାଜସ୍ୱ ନିରୀକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ଅଭିଯୋଗ। ଆନନ୍ଦପୁର ଥାନା ଆନନ୍ଦପୁର ରାଜସ୍ୱ କାର୍ଯ୍ୟାଳୟ ପରିସରରେ ଏଭଳି ଘଟଣା ଘଟିଛି । ଆନନ୍ଦପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଥିବା ବେଳେ ଆନନ୍ଦପୁର…

ଆର୍‌ଆଇ ଭିଡିଓ ଭାଇରଲ୍‌ ଘଟଣା, ଥାନାରେ ଏତଲା ଦେଇ ପୀଡ଼ିତା ମହିଳା କହିଲେ ମୋ ଜୀବନ ପ୍ରତି ବିଦ ଅଛି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ତହସିଲ ଗଦାଶିଳା ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ କେଳେଙ୍କାରୀ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ଜଣେ ମହିଳା ଓ ଆର୍‌ଆଇଙ୍କ ଭିଡ଼ିଓ ଭାଇରାଲ ଘଟଣାରେ ଜିଲ୍ଲାପାଳ ରାଜସ୍ଵ ନିରୀକ୍ଷକ ରଂଜନ କୁମାର ପାଣିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ।…

କଳାହାଣ୍ଡି: ଆମପାଣି ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବାର ଭିଡିଓ ଭାଇରାଲ୍, ରାଜ୍ୟ ସରକାରଙ୍କ ୫ଟି ଓ ‘ମୋ ସରକାର’କୁ…

କଳାହାଣ୍ଡି: ସରକାର ଦୁର୍ନୀତି ମୁକ୍ତ ବ୍ଯବସ୍ଥା ପାଇଁ ଅନେକ ପଦକ୍ଷପ ଗ୍ରହଣ କରୁଛନ୍ତି । ଏଥିପାଇଁ ଅନେକ ସରକାରୀ ଅଧିକାରୀଙ୍କୁ ଗୁରୁ ଦାୟିତ୍ବ ମଧ୍ଯ ଦିଆଯାଇଛି। ହେଲେ କେଉଁଠି ନା କେଉଁଠି କିଛି  ଦୁର୍ନୀତିଗସ୍ତ କର୍ମଚାରୀ ନିଜର କଳା କାରନାମା ଜାରି ରଖିଛନ୍ତି । ଏମିତି ଏକ ଘଟଣା…