Browsing Tag

RIA

ଭିଜିଲାନ୍ସ ହାତରେ ଧରା ପଡିଲେ ଆରଆଇ, ଏକ ଜବତ ବାଲି ଟ୍ରକ ଛାଡିବାକୁ ନେଉଥିଲେ ୫୫ ହଜାର ଟଙ୍କା ଲାଞ୍ଚ

କଟକ କେନ୍ୟୁଜ): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ରାଜସ୍ବ ନିରୀକ୍ଷକ। କୋଦଳା ତହସିଲ ବରିଡା ଆରଆଇ ଦେବାଶିଷ ମାଝି ଧରା ପଡିଛନ୍ତି । ଏକ ଜବତ ବାଲି ଟ୍ରକ ଛାଡିବାକୁ ୫୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ନିଜ କାର୍ଯ୍ୟାଳୟ ଭିତରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ…