Browsing Tag

richest man

ପ୍ରକାଶ ପାଇଲା କୋଟିପତି ଲିଷ୍ଟ, ଅମ୍ବାନୀ ଦେଶର ନମ୍ବର ୧ ଧନୀ ବ୍ୟକ୍ତି ହୋଇଥିବା ବେଳେ ଲିଷ୍ଟରୁ ହଟିଲା ଅଦାନୀ ଗ୍ରୁପ

ଦେଶରେ ଗତ କାଲି ବଜେଟ ଉପସ୍ଥାପନା ସହିତ ଅନ୍ୟପଟେ ବିଶ୍ୱର କୋଟିପତି ମାନଙ୍କ ଲିଷ୍ଟ ପ୍ରକାଶ ପାଇଥିଲା। ଏଥିରେ ଚଳିତ ଥର ଶ୍ରେଷ୍ଠ ଧନୀ ତାଲିକାରେ ଥିବା ଲୋକଙ୍କ ନାମ ସିଲେକ୍ଟ ହୋଇ ରହିଥିଲା। ତେବେ ଏହାରି ମଧ୍ୟରେ ବିଶ୍ୱର ବଡ଼ ବଡ଼ ଧନୀଙ୍କ ସମ୍ପତି ତାଲିକାରେ ପରିବର୍ତ୍ତନ ଦେଖିବାକୁ ମିଳିଛି…

ମୁକେଶ ଅମ୍ବାନୀ କିଣିଲେ ଦେଶର ସବୁଠୁ ମହଙ୍ଗା କାର, VIP ନମ୍ବର ପାଇଁ ଖର୍ଚ୍ଚ କଲେ ୧୨ ଲକ୍ଷ ଟଙ୍କା

ରିଲାୟନ୍ସ କମ୍ପାନୀର ଚେୟାରମ୍ୟାନ ତଥା ଏସିଆ ମହାଦେଶର ସବୁଠୁ ଧନି ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ । ସେ ନିକଟ ଅତୀତରେ ଦେଶର ସବୁଠୁ ମହଙ୍ଗା କାର କିଣିଛନ୍ତି। ଅମ୍ବାନୀ ଅଲଟ୍ରା ଲଗଜରୀ ରୋଲସ୍‌ ରୟାସ କାର କିଣିଛନ୍ତି। ସୂଚନା ଅନୁଯାୟୀ ଏହାର ଦାମ ରହିଛି ୧୩.୧୪ କୋଟି ଟଙ୍କା। ଆରଟିଓ…

ଆମାଜନ ସିଇଓଙ୍କୁ ପଛରେ ପକାଇଲେ ଏଲନ ମସ୍କ, ପାଲଟିଲେ ବିଶ୍ବର ସବୁଠାରୁ ଧନୀ ବ୍ଯକ୍ତି

ଆମାଜନର ଫାଉଣ୍ଡର ତଥା ସିଇଓ ଜେଫ୍ ବେଜୋସଙ୍କୁ ପଛରେ ପକାଇ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ପାଲଟିଲେ ଏଲନ ମସ୍କ । ଏଲନ୍ ମସ୍କଙ୍କ ସମୁଦାୟ ନେଟୱର୍ଥ ୧୮୫ ଅରବ ଡଲାର ଆକଳନ କରାଯାଇଛି । ଅନ୍ୟପଟେ ଆମାଜନ ମୁଖ୍ଯ ଜେଫ୍ ବେଜୋସଙ୍କ ସମୁଦାୟ ନେଟୱର୍ଥ ୧୮୪ ଅରବ ଡଲାର ରହିଛି । ତେବେ ତାଙ୍କୁ…

ବିଶ୍ୱର ସବୁଠୁ ବଡ ଧନବାନ ଥିଲେ ଏହି ବ୍ୟକ୍ତି, କିନ୍ତୁ ଧନୀକ ତାଲିକାରେ ନଥିଲା ତାଙ୍କର ନାଁ

ବର୍ତ୍ତମାନ ସମୟରେ ଆମେ ବିଲ ଗେଟସ, ମାର୍କ ଜୁକରବର୍ଗ, ବେରେନ ବଫେଟ ଓ କାର୍ଲସ ସ୍ଲିମ ପରି ବ୍ୟକ୍ତି ମାନଙ୍କୁ ବିଶ୍ୱର ସବୁଠୁ ଧନୀ ମାନଙ୍କ ତାଲିକାରେ ଗଣିଥାଉ । କିନ୍ତୁ ହୁଏତ ଆପଣ ଜ୍ୟାକବ ଫଗର ବିଷୟରେ ଜାଣି ନାହାନ୍ତି । ହୁଏତ ଖୁବ କମ ଲୋକ ଜାଣିଥିବେ ଏହି ବ୍ୟକ୍ତି ଜଣକ ତାଙ୍କ ସମୟରେ…