Browsing Tag

road acciden

କେଉଁ ପରିସ୍ଥିତିରେ ମୁହାଁମୁହିଁ ଧକ୍କା ହେଲା ୨ ବସ୍‌, ଟ୍ରାଜେଡିର ଚାଲିଛି କାରଣ ଖୋଜା

(କେନ୍ୟୁଜ): ଦିଗପହଣ୍ଡି ଖେମୁଣ୍ଡିରେ ଦୁଇଟି ବସ୍‌ ମଧ୍ୟରେ କେମିତି ଓ କେଉଁ ପରିସ୍ଥିତିରେ ମୁହାଁମୁହିଁ ଧକ୍କା ହେଲା ? ତ୍ରୁଟି କାହାର ? ବସ୍‌ ଟ୍ରାଜେଡିର ଚାଲିଛି କାରଣ ଖୋଜା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଘରୋଇ ବସ୍‌ର ନଥିଲା ଇନ୍‌ସ୍ୟୁରାନ୍‌ସ । ୨୫ ବର୍ଷ ତଳର ପୁରୁଣା ଗାଡ଼ି । ବିନା…

ବିହାରରେ ଅଘଟଣ! ଦଶାହ ଭୋଜି ଉପରେ ମାଡ଼ି ଗଲା କାର୍, ୧୮ ଆହତ

ବିହାର: ଦଶାହ ଭୋଜି ଉପରେ ମାଡ଼ି ଗଲା କାର, ୧୮ ଆହତ। ବିହାର ସରନ ଜିଲ୍ଲାରେ ବଡ଼ ଧରଣର ଦୁର୍ଘଟଣା। ଦଶାହ ଭୋଜି ଚାଲିଥିବାବେଳେ ଆଖି ପିଛୁଳାକେ ମାଡିଗଲା କାର। ସୂଚନା ମୁତାବକ, କାର୍‌ଟି ପ୍ରଥମେ ରାସ୍ତା କଡ଼ରେ ଥିବା ଏକ ଦୋକାନରେ ପିଟି ହେବା ପରେ ଦଶାହ ଭୋଜି ଉପରେ ମାଡ଼ି ଯାଇଥିଲା। ଏହାପରେ…

ରାୟଗଡ଼ା : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ମୃତ

ରାୟଗଡ଼ା (କେନ୍ୟୁଜ୍) : କଲ୍ୟାଣସିଂହପୁର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଚାନ୍ଦିଲି ପୋଲିସ ଷ୍ଟେସନ ପେଣ୍ଟା ଛକ ନିକଟରେ ଗଛକୁ ଧକ୍କା ଦେଇଛି ବୋଲେରୋ । ଘଟଣାରେ ଆହତ ୨ ଗୁରୁତରଙ୍କୁ ରାଇଘର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରୁ ୨ଜଣ ଡେଙ୍ଗାଗୁଡାର…