Browsing Tag

road block

ଭଦ୍ରକ: ଡ୍ରେନ୍‌ ସମସ୍ୟାର ସମାଧାନ ସହ ଜବରଦଖଲ ଉଚ୍ଛେଦ ଦାବିରେ ରାସ୍ତାରୋକ

ଭଦ୍ରକ: ଡ୍ରେନ୍‌ ସମସ୍ୟାର ସମାଧାନ ସହ ଜବରଦଖଲ ଉଚ୍ଛେଦ ଦାବିରେ ରାସ୍ତାରୋକ। ପ୍ରତିବାଦରେ ଭଦ୍ରକ ଜିଲ୍ଲାର ୪ଟି ପଞ୍ଚାୟତର ଲୋକ ଭଦ୍ରକ-ଆନନ୍ଦପୁର ରାସ୍ତା ଅବରୋଧ କରିଥିଲେ । ବରପଦାଠାରେ ରାସ୍ତାରୋକ କରିବା ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ମୋଟର…

ଲଗାତାର ବିଦ୍ୟୁତ ବିଭ୍ରାଟ ନେଇ ଗ୍ରାମବାସୀଙ୍କ ପ୍ରତିବାଦ , ଟାୟାର ଜାଳି ଯାଜପୁର ବିଂଝାରପୁର ରାସ୍ତା କଲେ ଅବରୋଧ

ଯାଜପୁର(କେନ୍ୟୁଜ୍) : ଲଗାତାର ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ। ଯାଜପୁର ଖଣ୍ଡରା ଅଞ୍ଚଳରେ ଗତ କିଛି ଦିନ ଧରି ବିଦ୍ୟୁତ ବିଭ୍ରାଟ ଲାଗିରହିଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଅସହ୍ୟ ଗରମ ଯୋଗୁଁ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ…

ଟ୍ରକ ଧକ୍କାରେ ବାଳକ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

କେନ୍ଦ୍ରାପଡା : ମହାକାଳପଡା ଖରିନାସୀ ଗ୍ରାମରେ ରାସ୍ତା ଅବରୋଧ । ଗାଁର ରଞ୍ଜନ ଦାସ ନାମକ ଜଣେ ବ୍ୟକ୍ତିଙ୍କ ପୁଅର ମୃତଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ମୃତ ଲିଟୁନଙ୍କ ବାଇକକୁ ଜମ୍ବୁ-ମାର୍ଶାଘାଇ ଛପାଲିଠାରେ ଏକ ଧାନ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ…