Below header
Browsing Tag

road damage

ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଯାଇ ନଷ୍ଟ ହେଲା କୋଟି କୋଟି ଟଙ୍କାର ରାସ୍ତା, ଠିକା କମ୍ପାନୀ ବିରୋଧରେ ଏତଲା ପରେ ବି…

ଯାଜପୁର ଟାଉନ(କେନ୍ୟୁଜ): ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଯାଇ ନଷ୍ଟ ହେଲା ଏକାଧିକ ରାସ୍ତା । ରାସ୍ତା ନଷ୍ଟ କରିବା ଅଭିଯୋଗରେ ଠିକା ସଂସ୍ଥା ବିରୋଧରେ ମାମଲା ରୁଜୁ କଲା ଗ୍ରାମ୍ଯ ଉନ୍ନୟନ ବିଭାଗ । ହେଲେ ଆଜି ପର୍ଯ୍ଯନ୍ତ କୌଣସି ସୁଫଳ ମିଳିଲା ନାହିଁ । ଯାହାକୁ ନେଇ ତେଜିବାରେ ଲାଗିଛି…

କନ୍ଧମାଳ, ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ଡାଇଭରସନ୍

ବାଲିଗୁଡ଼ା (କେ ନ୍ଯୁଜ୍) : ଲଗାଣ ବର୍ଷାରେ ଧୋଇଗଲା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସିଣପଡି ନିକଟରେ ନିର୍ମାଣାଧୀନ ଡାଇଭରସନ୍। NH-୫୯ ରାସ୍ତାରେ ମଧ୍ୟରାତ୍ରିରେ ନିର୍ମାଣାଧୀନ କଲଭର୍ଟ ନିକଟରେ ରାସ୍ତା ଧୋଇଯାଇଛି । ଫଳରେ ବାଲିଗୁଡ଼ାରୁ ମୁନିଗୁଡ଼ା ଓ ରାୟପୁର ମଧ୍ୟରେ ଗମନାଗମନ ଠପ୍ ହୋଇଯାଇଛି ।…