ଅବିକଳ ମଣିଷର ଯାଆଁଳା ରୋବଟ୍ ବନାଉଛି ଋଷ….ଫ୍ୟାକ୍ଟ୍ରିରେ ଚାଲିଛି ଏହି କାମ…
ଯାଆଁଳା ପିଲାଙ୍କ ଜନ୍ମ ହେଲେ ଆମେ ଭାବୁ ଯେ ସେମାନଙ୍କ ମଧ୍ୟରେ ସବୁକିଛି ସମାନ ପ୍ରକୃତି ଥିବ । ମାନେ ରୂପ, ଗୁଣ ପ୍ରାୟତଃ ସମାନ ଥିବ । କିନ୍ତୁ ଅଧିକାଂଶ ଟ୍ଵିନ୍ସ ଏକା ଭଳି ନଥାନ୍ତି । ସେମାନେ ଜନ୍ମ ତ ଅଳ୍ପ ବ୍ୟବଧାନରେ ହୁଅନ୍ତି କିନ୍ତୁ ସେମାନଙ୍କ ରୂପ, ସ୍ୱଭାବ ସବୁକିଛି ଅଲଗା ହୋଇଥାଏ ।…