Browsing Tag

roof of building collapsed

ପୁରୀ ମଶାଣି ଚଣ୍ଡୀ ଛକ ନିକଟରେ ଭୁଶୁଡିଲା ନିର୍ମାଣଧୀନ କୋଠା: ଚାପି ହୋଇ ରହିଛନ୍ତି ଶ୍ରମିକ

ବୌଦ୍ଧ(କେନ୍ୟୁଜ୍):  ପୁରୀ ମଶାଣି ଚଣ୍ଡୀ ଛକରେ ନିକଟରେ ଅଘଟଣ। ନିର୍ମାଣଧୀନ କୋଠା ଭୁଶୁଡି ପଡିଛି। ନିର୍ମାଣ କାମରେ ନିୟୋଜିତ ଥିବା କିଛି ଶ୍ରମିକ ଭିତରେ ଚାପି ହୋଇ ରହିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।…

ମହାରାଷ୍ଟ୍ର ଥାନେରେ ଅଘଟଣ: କୋଠାରୁ ସ୍ଲାବ୍ ଭୁଶୁଡ଼ି ୭ମୃତ

ଥାନେ: ମହାରାଷ୍ଟ୍ରର ଥାନେରେ ଅଘଟଣ । ଏକ କୋଠାରୁ ସ୍ଲାବ୍ ଭୁଶୁଡ଼ି ପଡିବାକୁ ୭ଜଣଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଥାନେ ଜିଲ୍ଲାର ଉଲ୍ଲାସନଗରରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ରାତି ପାଖାପାଖି ୯ଟା ସମୟରେ ହଠାତ୍ କେଠାଟିର ସ୍ଲାବ୍ ଭୁଶୁଡିବାକୁ ଲାଗିଥିଲା। ପ୍ରାଣ ବିକଳରେ…

ପଞ୍ଜାବ ଅମୃତଶରରେ ଭୁଶୁଡିଲା ବିଲ୍ଡିଂର ଛାତ, ଗୋଟିଏ ପରିବାରର ୩ମୃତ

ପଞ୍ଜାବ: ପଞ୍ଜାବର ଅମୃତଶରରେ ଅଘଟଣ । ଭୁଶୁଡି ପଡିଲା ଏକ ବିଲ୍ଡିଂର ଛାତ । ଯାହାଫଳରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହିତ ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଅମୃତଶର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରେ ସମସ୍ତେ ଶୋଇଥିବା ବେଳେ…