Browsing Tag

rubber

ଡକାୟତି ଉଦ୍ୟମ ହେଲା ପଣ୍ଡ, ଯୋଜନା କରୁଥିବା ବେଳେ କାବୁ କଲା ପୋଲିସ

ଯାଜପୁର: କଳିଙ୍ଗ ନଗର ଥାନା ଅନ୍ତର୍ଗତ ଉବୁରୀ ଡାକ୍ତରଖାନ ଛକ ନିକଟରେ ଏକ ପରିତ୍ୟକ୍ତ ଘରେ ଚଢାଉ କରି ୪ ଡକାୟତଙ୍କୁ ଗିରଫ କରିଛି ପୋଲିସ। ଏମାନେ କୌଣସି ଡକାୟତ ଘଟାଇବା ପାଇଁ  ଯୋଜନା କରୁଥିବା ବେଳେ ପେଟ୍ରୋଲିଂ ପୋଲିସ ଏମାନଙ୍କୁ କାବୁ କରିଥିଲା। ଏମାନଙ୍କ ମଧ୍ୟରୁ ତିନି ଜଣ ଫେରାର…