Below header
Browsing Tag

rudrakhsh

ଜାଣନ୍ତୁ ୯ ମୁଖୀ ରୁଦ୍ରାକ୍ଷର ମହତ୍ତ୍ୱ, ମୃତ୍ୟୁ ଭୟ ଥିଲେ ଏହାକୁ ଧାରଣ କରନ୍ତୁ

୯ ମୁଖୀ ରୁଦ୍ରାକ୍ଷର ମହତ୍ତ୍ୱ ଭିନ୍ନ । ଏହାକୁ ଧାରଣ କରିଲେ ଆପଣଙ୍କ ଜୀବନରେ ଏପରି ଚମତ୍କାର ଜିନିଷ ଘଟିବ ଯାହା ବିଷୟରେ ଆପଣ କେବେ ମଧ୍ୟ କଳ୍ପନା କରି ନଥିବେ । ଏହାକୁ ଧାରଣ କରିବା ଦ୍ୱାରା ନକରାତ୍ମକତା ଦୂର ହେବା ସହ ଅନେକ ଲାଭ ମିଳିଥାଏ । କହି ରଖିବାକୁ ଚାହିଁବୁ କି ଏହି ରୁଦ୍ରାକ୍ଷ…

କହିପାରିବେ ଭଗବାନ ଶିବଙ୍କ ଲୁହ ବୁନ୍ଦାରୁ କେଉଁ ଗଛର ହୋଇଥିଲା ଉତ୍ପତ୍ତି ?

ଭଗବାନ ଶିବଙ୍କୁ ରୂଦ୍ରାକ୍ଷ ବହୁତ ପ୍ରିୟ। ରୂଦ୍ରାକ୍ଷ ପିିନ୍ଧିବାର ମହତ୍ତ୍ୱ ମଧ୍ୟ ରହିଛି। ଆଜି ଆମେ ଆପଣଙ୍କୁ ରୂଦ୍ରାକ୍ଷ ବିଷୟରେ ଜଣାଇବୁ। ରୂଦ୍ରାକ୍ଷ ଦୁଇଟି ଶବ୍ଦର ମିଶ୍ରଣରେ ସୃଷ୍ଟି ହୋଇଛି। ରୂଦ୍ରାକ୍ଷର ପ୍ରଥମ ଶବ୍ଦ ରୂଦ୍ର ଏବଂ ଦ୍ୱିତୀୟଟି ହେଉଛି ଅକ୍ଷ। ରୂଦ୍ରର ଅର୍ଥ ହେଉଛି ଶିବ…