ଭାରତର କୋଭିଡ୍ ଲଢ଼େଇରେ ସାମିଲ ହେବ ରୁଷିଆ ଟିକା, ହାଇଦ୍ରାବାଦରେ ପହଞ୍ଚିଲା ୧ଲକ୍ଷ ୫୦ ହଜାର ସ୍ପୁଟନିକ୍ ଭି ଡୋଜ୍
କେନ୍ୟୁଜ୍(ବ୍ୟୁରୋ): ପହଞ୍ଚିଲା ସ୍ପୁଟନିକ୍-ଭି । ଭାରତର କୋଭିଡ୍ ଲଢ଼େଇରେ ସାମିଲ ହେବ ଏହି ରୁଷିଆ ଟିକା । ଆଜିଠୁ ଦେଶର ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୫୦ ହଜାର ଡୋଜ୍ ପହଞ୍ଚିଛି । ମସ୍କୋରୁ ସ୍ୱତନ୍ତ୍ର ବିମାନରେ ଆସି ହାଇଦ୍ରାବାଦରେ…