Browsing Tag

sahara desert

ବିଶ୍ୱର ସବୁଠୁ ଲମ୍ବା ଟ୍ରେନ, ଯେଉଁଥିରେ ଯାତ୍ରୀ ମାନେ ନିଜ ଜୀବନକୁ ପାଣି ଛଡ଼ାଇ କରିଥାନ୍ତି ଯାତ୍ରା

ସୁଦୂର ଆଫ୍ରିକା ମହାଦେଶରେ ଚାଲୁଛି ବିଶ୍ୱର ସବୁଠୁ ଲମ୍ବା ଟ୍ରେନ। ଯାହାକି ପ୍ରାୟ ୨ କିଲୋମିଟର ରାସ୍ତା ପାଖାପାଖି ଲମ୍ବା। ଦୁନିଆରେ ଅନେକ ଦେଶର ଟ୍ରେନ ନିଜ ଯାତ୍ରା ପାଇଁ ବେଶ ଜଣାଶୁଣା ଥାଏ। କିଛି ରେ ଯାତ୍ରୀ ମାନେ ଅତି ସୁନ୍ଦର ଯାତ୍ରା କରି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି ତ…

ଦିନେ ସବୁଜିମାରେ ଭରା ଥିଲା “ସାହାରା”, ଏବେ ପାଲଟିଛି ବିଶ୍ୱର ସବୁଠୁ ବଡ ମରୁଭୂମି

ଜାଣନ୍ତିକି ବିଶ୍ୱର ସର୍ବ ବୃହତ ମରୁଭୂମି ଭାବେ ଜଣା "ସାହାରା ମରୁଭୂମି" ହଜାର ହଜାର ବର୍ଷ ପୂର୍ବରୁ ସବୁଜିମାରେ ଭରପୁର ଥିଲା । ବିଭିନ୍ନ ଅଧୟନରୁ ଏହା ମଧ୍ୟ ଜଣାଯାଇଛିକି, ସପୂର୍ବରୁ ଏଠାରେ ଅନେକ ଗୁଡିଏ ଜୈବବିବିଧତା ମଧ୍ୟ ଥିଲା । ଏମିତିକି ଜିରାଫ, କୁମ୍ଭୀରଙ୍କ ଅବଶେଷ ମିଳିବା ସହ…

ଦୁନିଆର ସବୁଠାରୁ ଦ୍ରୁତି ଗତିରେ ଚାଲୁଥିବା ପିମ୍ପୁଡି ‘ସିଲଭର ଆଣ୍ଟ’, ଯାହା ପ୍ରତି ସେକେଣ୍ଡକୁ ଚାଲିଥାଏ ୮୫୫…

ଆପଣମାନେ ବୁଲେଟ ଟ୍ରେନର ଦ୍ରୁତ ଗତି ବିଷୟରେ ନିଶ୍ଚିତ ଭାବେ ଜାଣିଥିବେ। ଯାହା ଆଖି ପିଛୁଳାକେ କିଲୋମିଟର ଦୂରତା ଅତିକ୍ରମ କରିଥାଏ। କିନ୍ତୁ ଆପଣ ଏମିତି ପିମ୍ପୁଡି ବିଷୟରେ କେବେ ଶୁଣିନଥିବେ। ଯାହା ବିଷୟରେ ଶୁଣି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଦୁନିଆର ସବୁଠାରୁ ଦ୍ରୁତି ଗତିରେ…