Browsing Tag

sambalpur murder

ବନ୍ଦ ଘରୁ ୩ ମୃତଦେହ ମିଳିବା ଘଟଣା, ସନ୍ଦିଗ୍ଧ ଯୁବକଙ୍କୁ ଖୋଜୁଛି ପୋଲିସ

ସମ୍ବଲପୁର (କେନ୍ୟୁଜ): ଘର ଭିତରେ ତିନି ଜଣଙ୍କୁ ଗଳା କାଟି ହତ୍ୟା । ସେଥିରେ ପୁଣି ଅଛନ୍ତି ଦୁଇ ଜଣ ନିରୀହ ଶିଶୁ । ଇଏ ହେଉଛି ସମ୍ବଲପୁର ଟ୍ରିପଲ ମର୍ଡ଼ର ଘଟଣା । ସମ୍ବଲପୁର ଧନୁପାଲି ଥାନା ସୁନାପାଲି ଅଞ୍ଚଳରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ମା ଓ ଦୁଇ ଛୁଆଙ୍କୁ ହତ୍ୟା କରି ଘର ଭିତରେ ବନ୍ଦ…

ବିବାହ ଭୋଜିରେ କୌଣସି କଥାକୁ ନେଇ ବଚସା, ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ଯା

ସମ୍ବଲପୁର(କେନ୍ୟୁଜ): ବିବାହ ଭୋଜିରେ ହତ୍ୟାକାଣ୍ଡ। ବୁର୍ଲା ସଦେଇପାଲିସ୍ଥିତ କଲ୍ୟାଣ ମଣ୍ଡପରେ ହୋଇଛି ଏହି ହତ୍ୟାକାଣ୍ଡ। ଗତକାଲି ରାତିରେ ରୋହନ ମେହେର ଓ ସୁମିତ ଷଣ୍ଡ ନାମକ ଜଣେ ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ଓ ପରେ ହତ୍ୟାକାଣ୍ଡ ହୋଇଥିଲା। ଏଥିରେ ରୋହନ ରାଗିଯାଇ…

ସମ୍ବଲପୁର କିସିଣ୍ଡା ଥାନା ଗେଟ୍‌ ସାମ୍ନାରେ ଭଉଣୀକୁ ହତ୍ୟା ଘଟଣା: ୨୪ ଘଣ୍ଟା ପରେବି ଉଠିନି ଶବ

ସମ୍ବଲପୁର(କେନ୍ଯୁଜ୍) : ସମ୍ବଲପୁର କିସିଣ୍ଡା ଥାନା ଗେଟ୍‌ ସାମ୍ନାରେ ଭଉଣୀକୁ ହତ୍ୟା ଘଟଣାର ୨୪ ଘଣ୍ଟା ପରେବି ଉଠିନି ଶବ । ମୁଖ୍ୟ ହତ୍ୟାକାରୀ ଗିରଫ ଦାବିରେ ଶତାଧିକ ଗ୍ରାମବାସୀ ଓ ପରିବାର ଲୋକେ ଶବକୁ ବ୍ୟବଚ୍ଛେଦ ପାଇଁ ଛାଡି ନାହାଁନ୍ତି । ପୋଲିସ ତଦନ୍ତ ଉପରେ ଅସନ୍ତୁଷ୍ଟ ଜାହିର…