Below header
Browsing Tag

sambalpur university

ସହକାରୀ ଅଧ୍ୟାପକଙ୍କ ନାଁରେ ସାଂଘାତିକ ଅଭିଯୋଗ, ୭ ବର୍ଷ ହେବ ଅଧ୍ୟାପିକାଙ୍କୁ ଦେଉଛନ୍ତି ମାନସିକ ନିର୍ଯାତନା

ସମ୍ବଲପୁର (କେନ୍ୟୁଜ): ସହକାରୀ ଅଧ୍ୟାପକଙ୍କ ନାଁରେ ସାଂଘାତିକ ଅଭିଯୋଗ । ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ସେହି ବିଭାଗର ଜଣେ ମହିଳା ଅଧ୍ୟାପିକା । ତଦନ୍ତ ପାଇଁ ୫ଜଣିଆ ଟିମ୍ ଗଠନ ହୋଇଛି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜଣେ…

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ପରୀକ୍ଷା ବାତିଲ: ଲିକ୍‌ ହେଲା ୩ ଫିଜିକ୍ସ ଅନର୍ସ ପ୍ରଶ୍ନପତ୍ର

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ପ୍ରଶ୍ନପତ୍ର ଲିକ୍‌। ଏଥର +୩ ଫିଜିକ୍ସ ଅନର୍ସ ପ୍ରଶ୍ନପତ୍ର ଲିକ୍‌ । ପ୍ରଶ୍ନପତ୍ର ଲିକ୍‌ ଯୋଗୁ ବାତିଲ ହେଲା ପରୀକ୍ଷା । ପରୀକ୍ଷା ବାତିଲ ନେଇ କର୍ତ୍ତୃପକ୍ଷ ଦେଲେ ସୂଚନା । ଗତକାଲି ଏଜୁକେସନ ପ୍ରଶ୍ନପତ୍ର ଲିକ୍‌ ଯୋଗୁ ବାତିଲ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ୫ ଦିନ ପାଇଁ ବନ୍ଦ: ବିଭାଗ,କାର୍ଯ୍ୟାଳୟରେ ସଂକ୍ରମିତ ଚିହ୍ନଟ ହେବାରୁ ପଦକ୍ଷେପ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ । ଆସନ୍ତା ୫ଦିନ ପାଇଁ ବିଶ୍ୱବିଦ୍ୟାଳୟ ବନ୍ଦ କରାଯାଇଛି। ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ। ବିଭିନ୍ନ ବିଭାଗ ଓ କାର୍ଯ୍ୟାଳୟରେ ପଜିଟିଭ୍‌ ଚିହ୍ନଟ ପରେ ବିଶ୍ୱବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୁଳପତି…

ପ୍ରଫେସର ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ

ସମ୍ବଲପୁର: ପ୍ରଫେସର ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ସଞ୍ଜୀବ ମିତ୍ତଲଙ୍କୁ ନୂଆ କୁଳପତି ଭାବେ ନିଯୁକ୍ତ କରିଛନ୍ତି। ଆସନ୍ତା ୪ବର୍ଷ ପାଇଁ ସେ ଏହି ପଦରେ କାର୍ଯ୍ୟ କରିବେ। ପ୍ରଫେସର ମିତ୍ତଲ…

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏଣିକି କଲେଜକୁ ଇ-ମେଲ୍ ଯୋଗେ ପଠାଯିବ ପ୍ରଶ୍ନପତ୍ର

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏଣିକି କଲେଜକୁ ଇ-ମେଲ୍ ଯୋଗେ ପଠାଯିବ ପ୍ରଶ୍ନପତ୍ର । ପରୀକ୍ଷାର ଅଧଘଣ୍ଟାଏ ପୂର୍ବରୁ ବିଭିନ୍ନ କଲେଜରେ ପହଞ୍ଚିବ ଦ୍ୱିତୀୟ ସେଟ ପ୍ରଶ୍ନପତ୍ର । ସମ୍ବଲପୁର ବିଶ୍ୱବିଦ୍ୟାଳୟର ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ…

ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି । ହଷ୍ଟେଲରେ ବିଭିନ୍ନ ଫି ବୃଦ୍ଧିକୁ ବିରୋଧ କରିଛନ୍ତି ଛାତ୍ର । ପ୍ରତିବାଦରେ ସେମାନେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି । ବିଶ୍ୱବିଦ୍ୟାଳୟ ଆଗରେ ଆନ୍ଦୋଳନରେ ବସିଛନ୍ତି ଛାତ୍ର । ଏତିକିବେଳେ…