Browsing Tag

sambalpur

ସମ୍ବଲପୁରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ

ସମ୍ବଲପୁର(କେନ୍ୟୁଜ):  ସମ୍ବଲପୁରରେ ପୁଣି ବଢିଲା ଇଣ୍ଟରନେଟ୍‌ କଟକଣା। ଆଉ ୨୪ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ। ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍‌ ସେବା। ହ୍ଵାଟ୍ସଆପ୍‌, ଟୁଇଟର୍‌, ଫେସବୁକ, ଇନଷ୍ଟାଗ୍ରାମ୍‌ ବନ୍ଦ ରହିବ । ସମସ୍ତ ମୋବାଇଲ୍‌ ସେବା…

ସମ୍ବଲପୁରରେ ବଢିଲା କର୍ଫ୍ୟୁ କୋହଳ ଅବଧି, ସକାଳେ ୪ ଘଣ୍ଟା ଓ ଅପରାହ୍ଣରେ ଅଢ଼େଇ ଘଣ୍ଟା କୋହଳ

ସମ୍ବଲପୁର(କେନ୍ୟୁଜ): ସମ୍ବଲପୁରରେ ବଢିଲା କର୍ଫ୍ୟୁ କୋହଳ ଅବଧି । ଆସନ୍ତାକାଲିଠୁ ଅଧିକ ସମୟ କର୍ଫ୍ୟୁ କୋହଳ କଲା ଜିଲ୍ଲା ପ୍ରଶାସନ । ସକାଳେ ୪ ଘଣ୍ଟା ଓ ଅପରାହ୍ଣରେ ଅଢ଼େଇ ଘଣ୍ଟା କୋହଳ କରାଯାଇଛି । ସକାଳ ସାଢ଼େ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ଣରେ ସାଢ଼େ ୩ଟାରୁ ୬ଟା ପର୍ଯ୍ୟନ୍ତ…

ସମ୍ୱଲପୁରରେ ଦୁଇ ଦିନ ବଢ଼ିଲା ସ୍କୁଲ୍‌ ଛୁଟି ଅବଧି, ଘୋଷଣା କଲେ ଜିଲ୍ଲାପାଳ

ସମ୍ୱଲପୁର (କେନ୍ୟୁଜ): ସମ୍ୱଲପୁରରେ ଆଉ ଦୁଇ ଦିନ ବଢ଼ିଲା ସ୍କୁଲ୍‌ ଛୁଟି ଅବଧି। ଆସନ୍ତା ସୋମବାର, ମଙ୍ଗଳବାର ବନ୍ଦ ରହିବ ସ୍କୁଲ୍‌। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏନେଇ ଘୋଷଣା କରିଛନ୍ତି। ରାଜ୍ୟରେ ଖରାର ପ୍ରକୋପ ଜାରି ରହିଥିବା ବେଳେ ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର…

ସମ୍ବଲପୁରରେ ଘୁଞ୍ଚିଲା ଅଗ୍ନିବୀର ଏଣ୍ଟ୍ରାନ୍ସ , ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବ ପ୍ରବେଶିକା ପରୀକ୍ଷା

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ଘୁଞ୍ଚିଲା ଅଗ୍ନିବୀର ପ୍ରବେଶିକା ପରୀକ୍ଷା। ଆସନ୍ତା ୧୯, ୨୦ ଓ ୨୧ ତାରିଖରେ ହେବ ପ୍ରବେଶିକା ପରୀକ୍ଷା। ସମ୍ବଲପୁରରେ କର୍ଫ୍ୟୁ ଲାଗିଥିବା ଯୋଗୁ ପରୀକ୍ଷାକୁ ଘୁଞ୍ଚାଯାଇଛି। ସମ୍ବଲପୁର ARO କାର୍ଯ୍ୟାଳୟ ପକ୍ଷରୁ ଟୋଲ ଫି ନମ୍ବର ଜାରି କରାଯାଇଛି ।କୌଣସି…

ଗଣ୍ଡଗୋଳକାରୀଙ୍କୁ ଚେତାଇ ଦେଇଛନ୍ତି ପୋଲିସ ଡିଜି ସୁନିଲ ବଂଶଲ, କେହି ଛାଡ଼ ପାଇବେନି

ସମ୍ବଲପୁର(କେନ୍ୟୁଜ୍):ଛାଡ଼ ପାଇବେନି ଗଣ୍ଡଗୋଳକାରୀ । ଯେଉଁମାନେ ବି ଦୋଷୀ, ସେମାନଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଗଣ୍ଡଗୋଳକାରୀଙ୍କୁ ଏଭଳି ଚେତାଇ ଦେଇଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ସମ୍ବଲପୁରରେ ଘଟଣା ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି । ସହରରେ ପର୍ଯ୍ୟାପ୍ତ ପୋଲିସ…

ସମ୍ବଲପୁରରେ ଆଉ ୨ ଦିନ ଇଣ୍ଟରନେଟ୍ ସେବା ବନ୍ଦ; ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ,  ସ୍ଥିତି ସୁଧୁରିବା ଯାଏଁ ଜାରି…

ସମ୍ବଲପୁର (କେନ୍ୟୁଜ): ହନୁମାନ ଜୟନ୍ତୀ ଶୋଭାଯାତ୍ରା ହିଂସାକାଣ୍ଡ ପରେ ସମ୍ବଲପୁରରେ ଲାଗିଛି କର୍ଫ୍ୟୁ । ମିଛ ଖବର ଓ ଗୁଜବକୁ ନେଇ ଆଇନଶୃଙ୍ଖଳା ସ୍ଥିତି ବିଗିଡିବା ଆଶଙ୍କା ଥିବାରୁ ପୂରା ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ବନ୍ଦ ଅବଧିକୁ ଆଉ ୪୮ ବୃଦ୍ଧି କରାଯାଇଛି । ସମ୍ବଲପୁର ଜିଲ୍ଲାପାଳଙ୍କ…

ସମ୍ବଲପୁରରେ ଯୁବକଙ୍କୁ ହତ୍ୟା ଅଭିଯୋଗ, କାରଣ ଅସ୍ପଷ୍ଟ

ସମ୍ବଲପୁର (କେନ୍ୟୁଜ): ଯୁବକଙ୍କୁ ହତ୍ୟା ଅଭିଯୋଗ । ସମ୍ବଲପୁର ଟାଉନ ଥାନା ଦଳେଇପଡା ଅଞ୍ଚଳର ଘଟଣା । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ଜଣା ପଡ଼ିନାହିଁ।ମୃତକ ଜଣକ ବୁର୍ଲା ଥାନା ଝାରମୁଣ୍ଡା ଅଞ୍ଚଳର। ଏହି ଘଟଣାରେ ଆଉ ଜଣେ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ…

ଜିଲ୍ଲା ସ୍କୁଲ ଛକରେ ପୁଣି ପଥର ମାଡ଼, ସମ୍ବଲପୁରରେ ଉତ୍ତେଜନା

ସମ୍ବଲପୁରରେ ପୁଣି ଉତ୍ତେଜନା । ଜିଲ୍ଲା ସ୍କୁଲ ଛକରେ ପୁଣି ପଥର ମାଡ଼ । ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ପଥର ମାଡ଼ ହୋଇଛି । ଗୋଲବଜାର ଛକରେ ଦୋକାନ ଭଙ୍ଗାରୁଜା । ହନୁମାନ ଜୟନ୍ତୀ ସମନ୍ଵୟ ସମିତି ପକ୍ଷରୁ ଜିଲ୍ଲା ସ୍କୁଲ ଛକରେ ଧାରଣା ଦିଆଯାଇଛି ।

ଆଜି ହନୁମାନ ଜୟନ୍ତୀ : ପୋଲିସ ଛାଉଣିରେ ପୂରା ସମ୍ବଲପୁର; ୧୪୪ ଧାରା ସତ୍ତ୍ୱେ ଶାନ୍ତିଶୃଙ୍ଖଳାରେ ହେବ ଶୋଭାଯାତ୍ରା

ସମ୍ବଲପୁର (କେନ୍ୟୁଜ): ହନୁମାନ ଜୟନ୍ତୀ ବାଇକ୍‌ ରାଲି ଗଣ୍ଡଗୋଳ ପରେ ସମ୍ବଲପୁରକୁ ଫେରୁଛି ସ୍ୱାଭାବିକ ସ୍ଥିତି । ସଦର ଅଞ୍ଚଳରେ ବଳବତ୍ତର ରହିଛି ୧୪୪ ଧାରା । ପୋଲିସ ଛାଉଣୀରେ ରହିଛି ସମ୍ବଲପୁର । ୧୪୪ ଧାରା ସତ୍ତ୍ୱେ ଆଜି ଶାନ୍ତିଶୃଙ୍ଖଳାରେ ବାହାରିବ ହନୁମାନ ଜୟନ୍ତୀ ଶୋଭାଯାତ୍ରା ।…

ହନୁମାନ ଜୟନ୍ତୀ ସମନ୍ଵୟ ସମିତି ପକ୍ଷରୁ ସମ୍ବଲପୁର ବନ୍ଦ ଡାକରା

ସମ୍ବଲପୁର (କେନ୍ୟୁଜ୍‌) : ସମ୍ବଲପୁରରେ ହନୁମାନ ଜୟନ୍ତୀ ସମନ୍ଵୟ ସମିତି ପକ୍ଷରୁ ସମ୍ବଲପୁର ବନ୍ଦ ଡାକରା । ଆଜି ଅପରାହ୍ନ ୩ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିବ ସମ୍ବଲପୁର । ବନ୍ଦ ସମୟରେ ଜରୁରୀକାଳୀନ ସେବା ଜାରି ରହିବ। ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ରହିଛି। ଦୋକାନ…

ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଉତ୍ତେଜନା : ପଥର ମାଡ ଘଟଣାରେ ୨୫ ଅଟକ

ସମ୍ବଲପୁର (କେନ୍ୟୁଜ): ଗତକାଲି ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ୍‌ ରାଲି ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ପଥର ମାଡ଼। ଗୋବିନ୍ଦତଲାରୁ ବିଶାଳ ବାଇକ ଶୋଭାଯାତ୍ରା ବାହାରିଥିବା ବେଳେ ମୋତିଝରଣ ନିକଟରେ ଅନ୍ୟ ଏକ ଗୋଷ୍ଠୀ ପଥର ମାଡ଼ କରିଥିଲେ। ପୋଲିସ କର୍ମଚାରୀଙ୍କ ଉପରେ ମଧ୍ୟ ପଥର ମାଡ଼…

ସମ୍ବଲପୁର: ହନୁମାନ ଜୟନ୍ତୀ ବାଇକ୍‌ ରାଲି ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ପଥର ମାଡ଼, ୧୪୪ ଧାରା ଲାଗୁ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ୍‌ ରାଲି ବେଳେ ପଥର ମାଡ଼ । ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ପଥର ମାଡ଼। ଗୋବିନ୍ଦତଲାରୁ ବିଶାଳ ବାଇକ ଶୋଭାଯାତ୍ରା ବାହାରିଥିବା ବେଳେ ମୋତିଝରଣ ନିକଟରେ ଅନ୍ୟ ଏକ ଗୋଷ୍ଠୀ ପଥର ମାଡ଼ କରିଥିଲେ। ପୋଲିସ କର୍ମଚାରୀଙ୍କ ଉପରେ ମଧ୍ୟ ପଥର ମାଡ଼…