ନୂଆଖାଇ ପାଇଁ ଚଳଚଞ୍ଚଳ ମା’ ସମଲେଶ୍ୱରୀଙ୍କ ପୀଠ, ଲାଗି ହେଲା ନୂଆ ସିନ୍ଦୁର
ସମ୍ବଲପୁର: ନୂଆଖାଇ ପାଇଁ ଚଳଚଞ୍ଚଳ ମା' ସମଲେଶ୍ୱରୀଙ୍କ ପୀଠ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ନୂଆଖାଇକୁ ବ୍ୟବସ୍ଥିତ ଢଙ୍ଗରେ କିପରି ପାଳନ କରାଯିବ ସେନେଇ ସମସ୍ତ ପ୍ରକାର ଭକ୍ତମାନଙ୍କ ପାଇଁ ସୁବିଧା କରାଯାଇଛି । ଏଥିପାଇଁ ଆଜି ମା'ଙ୍କ ପୂଜକମାନେ ମାଁ ସମଲେଶ୍ୱରୀଙ୍କ ପାର୍ଶ୍ଵରେ ଥିବା ୧୧୫…