ଦିଲ୍ଲୀ ଷ୍ଟେସନରେ ପହଞ୍ଚିଲା ସମଝୌତା ଏକ୍ସପ୍ରେସ
ନୂଆଦିଲ୍ଲୀ(କେନ୍ୟୁଜ୍): ଦିଲ୍ଲୀରେ ପହଞ୍ଚିଲା ସମଝୌତା ଏକ୍ସପ୍ରେସ। ୫ ଘଣ୍ଟା ବିଳମ୍ବରେ ଆଜି ସକାଳ ପାଖାପାଖି ୮ଟା ୧୫ ମିନିଟରେ ଦିଲ୍ଲୀ ଷ୍ଟେସନରେ ପହଞ୍ଚିଥିଲା ଟ୍ରେନ୍। ଷ୍ଟେସନରେ ନିଜ ଆତ୍ମୀୟ ଓ ପରିଜନଙ୍କୁ ଦେଖି ବେଶ ଖୁସି ହୋଇଥିଲେ ଯାତ୍ରୀ। ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା।…