ସ୍କୁଲ ଛାତ୍ରୀଙ୍କ ପାଇଁ ଭଲ ଖବର, ବିଦ୍ୟାଳୟରେ ମାଗଣା ସାନିଟାରୀ ପ୍ୟାଡ୍ ଯୋଗାଇଦେବାକୁ ସୁପ୍ରିମକୋର୍ଟଙ୍କ ଆଦେଶ
ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀମାନଙ୍କ ପାଇଁ ଖୁସି ଖବର। ସାରା ଦେଶର ବିଦ୍ୟାଳୟଗୁଡ଼ିକ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ ସମସ୍ତ ରାଜ୍ୟର ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ଅଧୀନରେ…