ଆଓ୍ଵାର୍ଡ ଶୋରେ ସୁଶାନ୍ତଙ୍କୁ ଏମିତି ତାରିଫ କଲେ ସାରା, ଏବେ ଭାଇରାଲ ହେଉଛି ଥ୍ରୋବ୍ୟାକ୍ ଭିଡିଓ
ବଲିଉଡ୍ ଆକ୍ଟ୍ରେସ ସାରା ଅଲ୍ଲୀ ଖାନ୍ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଆକ୍ଟ୍ରେସ ଫିଲ୍ମ କେଦାରନାଥ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଯେଉଁଥିରେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ସୁଶାନ୍ତଙ୍କ ସହିତ ସାରାଙ୍କ କେମେଷ୍ଟ୍ରୀ ମଧ୍ୟ ଦର୍ଶକଙ୍କୁ ବହୁତ…