ନେଟଓ୍ଵର୍କ ନଥିଲେ ମଧ୍ୟ ଏହି ଫୋନରେ ଲାଗିଥାଏ କଲ୍, ଜାଣନ୍ତୁ ଘଣ୍ଟାପ୍ରତି କେତେ ଉଠେ ବିଲ୍
ସମଗ୍ର ଦୁନିଆରେ ମୋବାଇଲ ଫୋନ ବ୍ୟବହାର କରାଯାଉଛି । ଏହି ଫୋନ ସାହାଯ୍ୟରେ ଆପଣ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ଆପଣଙ୍କ ସମ୍ପର୍କୀୟଙ୍କୁ କଲ୍ କରିପାରିବେ । ତେବେ ଏହି ସ୍ମାର୍ଟଫୋନ ବ୍ୟବହାର କରିବା ପାଇଁ ବଡ଼ ବଡ଼ ମୋବାଇଲ ଟାଓ୍ଵାରମାନ ଲଗାଯାଇଛି, ଯାହା ଦ୍ୱାରା ନେଟଓ୍ଵାର୍କ…