Browsing Tag

Satyendar Jain

ହସ୍ପିଟାଲରେ ସତ୍ୟେନ୍ଦ୍ର ଜୈନଙ୍କୁ ଭେଟିଲେ କେଜ୍ରିୱାଲ; କହିଲେ, ‘ଆଜି ମୁଁ ଜଣେ ସାହସୀ ଲୋକଙ୍କୁ ଭେଟିଲି’…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ତାଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ହସ୍ପିଟାଲରେ ଭେଟିଛନ୍ତି। କେଜ୍ରିୱାଲ ରବିବାର ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ (LNJP) ଯାଇ ଜୈନଙ୍କୁ ଭେଟିଥିଲେ। ହସ୍ପିଟାଲରେ ପହଞ୍ଚିବା ମାତ୍ରେ ସେ ସତ୍ୟେନ୍ଦ୍ର…

ପୁଣି ହସପିଟାଲରେ ଭର୍ତ୍ତି ହେଲେ ସତ୍ୟେନ୍ଦ୍ର ଜୈନ, ଅବସ୍ଥା ସଙ୍କଟାପନ୍ନ ସୂଚନା

ପୁଣି ବିଗିଡିଲା ଆପ୍‌ ର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା । ସ୍ୱାସ୍ଥ୍ୟ ଖରାପ ହେବା ପରେ ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିବା ଖବର ମିଳିଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ବୋଲି ସୂଚନା ମିଳିଛି । ତେବେ ପୂର୍ବରୁ ଗୋଟେ ଥର…

୩୫ କେଜି କମିଲା ସତୈନ୍ଦ୍ର ଜୈନଙ୍କ ଓଜନ, ଜେଲ୍‌ରେ ବିଗିଡ଼ିଲା ପୂର୍ବତନ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା

ତିହାର ଜେଲରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅର୍ଥ ହେରଫେର ମାମଲାରେ ଇଡି ସତୈନ୍ଦ୍ର ଜୈନଙ୍କୁ ୨୦୨୨ ମେ’ ୩୦ରେ ଗିରଫ କରିଥିଲା, ସେହି ଦିନଠାରୁ ଜୈନ ତିହାର ଜେଲରେ ବନ୍ଦୀ…

ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଛାଡ଼ିଲେ ମନ୍ତ୍ରୀ ପଦ; ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ମଞ୍ଜୁର କଲେ ଇସ୍ତଫା…

ଦିଲ୍ଲୀ ସରକାରରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ଅନୁସାରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉଭୟ ମନ୍ତ୍ରୀଙ୍କ ଇସ୍ତଫା ମଞ୍ଜୁର କରିଛନ୍ତି। ବର୍ତ୍ତମାନ ଉଭୟ ମନ୍ତ୍ରୀ ବିବାଦରେ ଛନ୍ଦି ହୋଇପଡିଛନ୍ତି। ମନୀଷ…

ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ଭାଇରଲ, ନିଲମ୍ବିତ ଜେଲ ସୁପରିଟେଣ୍ଡେଣ୍ଟଙ୍କ ସହିତ କଥାବାର୍ତ୍ତା ହେଉଥିବାର ଆସିଲେ…

ଦିଲ୍ଲୀ ସରକାରର ମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କ ପୁଣି ଏକ ନୂଆ ଭିଡିଓ ଭାଇରଲ ହୋଇଛି। ଏହି ଭିଡିଓରେ ସତ୍ୟେନ୍ଦ୍ର ଜୈନ ନିଲମ୍ବିତ ଜେଲ ସୁପରିଟେଣ୍ଡେଣ୍ଟ ଅଜିତ କୁମାର ସହିତ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି । ଏହି ଭିଡିଓରେ ଦୁହେଁ ଜେଲ ଭିତରେ…

ଆପ୍‌ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନୂଆ ଭିଡିଓ ଭାଇରଲ, ଜେଲରେ ରହି ଖାଉଛନ୍ତି ବିଭିନ୍ନ ପ୍ରକାରର ହୋଟେଲ ଖାଦ୍ୟ

ମନି ଲଣ୍ଡ୍ରରିଂ ମାମଲାରେ ଜେଲରେ ବନ୍ଦ ଥିବା ଆପ୍‌ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନୂଆ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସତ୍ୟେନ୍ଦ୍ର ଜୈନ ଜେଲରେ ହୋଟେଲ ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି। ଆଉ ଏଥିପାଇଁ ଆପ୍‌କୁ ଟାର୍ଗେଟ କରିଛି ବିଜେପି । ସାମ୍ନାକୁ ଆସିଥିବା ଭିଡିଓରେ…

ତିହାର ଜେଲରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ତେଲ ମସାଜ ଭିଡିଓ ଭାଇରଲ, ଆପ୍‌କୁ ଟାର୍ଗେଟ କଲା ବିଜେପି

ଜେଲ୍ ଭିତରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ତେଲ ମସାଜ ଭିଡିଓ ହେଉଥିବା ଭିଡିଓ ଭାଇରଲ ହେବାରେ ଲାଗିଛି । ସିସି ଟିଭି ଭିଡିଓରେ ଜେଲ ଭିତରେ ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଜଣେ ବ୍ୟକ୍ତି ତେଲ ମାଲିସ କରୁଥିବା ନଜର ଆସିଛି। ଆପ୍‌ ମନ୍ତ୍ରୀଙ୍କୁ ତିହାର ଜେଲରେ ଭିଆଇପି ସୁବିଧା ଦିଆଯାଉଛି ।…

ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଅସୁସ୍ଥ, ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଅସୁସ୍ଥ । ଆଜି ତାଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କୁ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଛି । ସେ ମେଡିକାଲରେ ଭର୍ତ୍ତି ହୋଇଥିବା ନେଇ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ।…