ଗ୍ରାଜୁଏସନ କରିଥିଲେ SBI PO ପାଇଁ କରନ୍ତୁ ଆବେଦନ, ୧୬୭୩ ପଦବୀ ପଡିଛି ଖାଲି
ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଚାକିରି ପାଇଁ ଇଚ୍ଛୁକ ଥିଲେ ତୁରନ୍ତ କରନ୍ତୁ ଆବେଦନ। ଏସବିଆଇରେ ଖାପଡିଛି ୧୬୭୩ ପ୍ରୋବିସନାରୀ ଅଫିସର ପଦବୀ। ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ୍ sbi.co.in କୁ ଯାଇ ଆବେଦନ କରିପାରିବେ। ଷ୍ଟେଟ…