Browsing Tag

scheme

ପ୍ରତିମାସ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା, ଜାଣନ୍ତୁ କେମିତି ଆପଣ ଉଠାଇବେ ଏହି ଯୋଜନାର ଲାଭ

ମହିଳାଙ୍କ ପାଇଁ ଅନେକ ସ୍କିମ୍‌ କାର୍ଯ୍ୟକାରୀ କରିଛନ୍ତି ସରକାର । ମହିଳାଙ୍କ ସ୍ୱାଭିମାନ, ମହିଳାଙ୍କ ଆତ୍ମବିଶ୍ୱାସ ଏବଂ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ସ୍କିମ ବିଷୟରେ ସୂଚନା ଦେବାକୁ ଯାଉଛୁ, ଯେଉଁଥିରେ ଆପଣଙ୍କୁ…

କିଏ ନେଇପାରିବେ ମହିଳା ସମ୍ମାନ ସାର୍ଟିଫିକେଟ, ଜାଣନ୍ତୁ କେତେ ମିଳିବ ସୁଧ ଓ କଣ ରହିଛି ଫାଇଦା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ବଜେଟ୍ ଅଭିଭାଷଣରେ ମହିଳାଙ୍କ ପାଇଁ ନୂଆ ସେଭିଂ ସ୍କିମର ଘୋଷଣା କରିଛନ୍ତି । ସେ ମହିଳାଙ୍କ ପାଇଁ ନୂଆ ସେଭିଂ ସ୍କିମ୍ ‘ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟ୍’ଘୋଷଣା କରିଛନ୍ତି । ଏହି ଯୋଜନା ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଦୁଇ ବର୍ଷ ଧରି…

ଏବେ କେବଳ ମାତ୍ର ଗୋଟିଏ ପୋର୍ଟାଲରୁ ଉଠାଇପାରିବେ ସମସ୍ତ ସରକାରୀ ଯୋଜନାର ଲାଭ, ଜାଣନ୍ତୁ କେମିତି ?

ସରକାରଙ୍କ ଦ୍ୱାରା ଅନେକ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଯାହାର ଲାଭ ଉଠାଇବା ପାଇଁ ଏବେ ଆଉ ଆପଣଙ୍କୁ ଅଫିସର ଚକ୍କର ଲଗାଇବାର ଆବଶ୍ୟକତା ପଡିବନି। ଘରେ ବସି ସହଜରେ ଅନଲାଇନ ପ୍ରକ୍ରିୟାରେ ଯୋଜନାର ଲାଭ ଉଠାଇପାରିବେ। ଏହି ଅନେକ ସ୍କିମ ବା ଯୋଜନାର ଅଲଗା ଅଲଗା େଓ୍ଵବସାଇଟ୍ସ ରହିଛି।…

ଇ-ଶ୍ରମ ପୋର୍ଟାଲ ମାଧ୍ୟମରେ ସରକାରଙ୍କଠୁ ମିଳିବ ଏହିସବୁ ଫାଇଦା, ଶୀଘ୍ର କରନ୍ତୁ ରେଜିଷ୍ଟ୍ରେସନ

ଅଳ୍ପ କାମ କରି ଅଧିକ ଫାଇଦା ପାଇବାକୁ ଚାହୁଁଥିଲେ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ। କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଦମଦାର ଯୋଜନା ବାହାର କରାଯାଇଛି। ଏହା ଅନ୍ତର୍ଗତ ସବୁ ବର୍ଗର ଲୋକ ଜବରଦସ୍ତ ଫାଇଦା ଉଠାଇପାରିବେ। ତେବେ ଏହି ଯୋଜନା କଣ ଆଉ କିପରି ଏଥିରୁ ଫାଇଦା ଉଠାଇବେ ଜାଣନ୍ତୁ ..…

କେବଳ ୧ ଟଙ୍କାରେ ଘର ଦେବେ ଯୋଗୀ ସରକାର, କର୍ମଚାରୀ ଓ ଓକିଲଙ୍କ ପାଇଁ ଆସୁଛି ନୂଆ ଯୋଜନା; ଯୋଗ୍ୟତା ଭିତ୍ତିରେ ବଛାଯିବେ…

ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ଯୋଗୀ ସରକାର ଏକ ବଡ଼ ଯୋଜନା ଉପରେ କାମ ଆରମ୍ଭ କରି ଦେଇଛନ୍ତି। ରାଜ୍ୟ ସରକାର ଗ୍ରୁପ୍‌ ସି ଓ ଡିର ଲକ୍ଷାଧିକ କର୍ମଚାରୀ ଏବଂ ଓକିଲଙ୍କୁ ସବ୍‌ସିଡି ଉପରେ ଘର ଯୋଗାଇବାକୁ ଯାଉଛନ୍ତି। ଏହି ଘରଗୁଡ଼ିକୁ କିଣିବା ଲାଗି…

ଯଦି ଆପଣଙ୍କ ମାସିକ ଆୟ ୧୫ ହଜାରରୁ କମ୍‌, ତେବେ ଆପଣଙ୍କୁ ଫାଇଦା ଦେବ ସରକାରଙ୍କ ଏହି ପେନସନ୍‌ ସ୍କିମ୍‌

କଣ ଆପଣଙ୍କ ମାସିକ ରୋଜଗାର ୧୫ ହଜାର ଟଙ୍କାରୁ କମ୍‌। କଣ ଆପଣ ରିଟାୟରମେଣ୍ଟ ପରବର୍ତ୍ତୀ ସମୟ ପାଇଁ କୌଣସି ପ୍ଲାନିଙ୍ଗ୍‌ କରିନାହାଁନ୍ତି। ଯଦି ନା, ତାହେଲେ ସରକାରଙ୍କ ଏହି ପେନସନ୍‌ ପ୍ଲାନ ଆପଣଙ୍କୁ ସାହାଯ୍ୟ କରିପାରିବ। ଏଥିରେ ଆପଣଙ୍କୁ ୬୦ ବର୍ଷ ପରେ ୩୦୦୦ ଟଙ୍କା ମିନିମମ୍‌ ପେନସନ୍‌…