Browsing Tag

school teacher murder case

ମମିତା ମେହେର ହତ୍ୟା ମାମଲା: ସହଯୋଗୀ ରାଧେର ଘରୁ ଲେଡିଜ୍‌ ପୋଷାକ, ମୋବାଇଲ ଫୋନ୍ ଜବତ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେର ଘରୁ ପୋଲିସ କିଛି ଲେଡିଜ୍‌ ପୋଷାକ, ମୋବାଇଲ ଫୋନ ଜବତ କରିଛି। ଆଉ ଏବେ ଅଧିକ ତଥ୍ୟ ଯୋଗାଡ଼ କରିଛି ବଲାଙ୍ଗିର ପୋଲିସ। ଏପଟେ ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ଫିଟୁଛି…

ମମିତା ମେହେର ହତ୍ୟା ଘଟଣା: ଆଜି ଭୋରରୁ ଘଟଣାସ୍ଥଳକୁ ଯାଇ ଡେମୋ ଦେଖାଇଛି ଅଭିଯୁକ୍ତ ଗୋବିନ୍ଦ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମହାଲିଙ୍ଗ ମିନି ଷ୍ଟାଡିୟମରେ ସିନ୍‌ ରିକ୍ରିଏସନ । ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ କ୍ରାଇମ୍‌ ସିନ୍‌ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ । ଉତ୍ତରାଞ୍ଚଳ ଡିଆଇଜି ଓ କଳାହାଣ୍ଡି ଏସ୍‌ପିଙ୍କ ଉପସ୍ଥିତିରେ ଡେମୋ ଦେଖାଇଛି ଅଭିଯୁକ୍ତ । ମମିତାଙ୍କୁ…

ମମିତା ନିଖୋଜ ମିଷ୍ଟ୍ରି: ସତ ଓଗାଳିଲା ମୁଖ୍ୟ ଅଭିଯୁକ୍ତ, ରାଜ୍ୟ ମହିଳା କମିଶନଙ୍କ ରିପୋର୍ଟ ତଲବ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମମିତା, ନିଖୋଜ ମିଷ୍ଟ୍ରିରେ ବଡ଼ ଖୁଲାସା । ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାର ଖୁବଶୀଘ୍ର ହେବ ପର୍ଦ୍ଦାଫାସ । ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ । ସତ ମାନିଛି ମୁଖ୍ୟ…