Browsing Tag

scooter driver

ଫାୟାର ଷ୍ଟେସନ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ ଧକ୍କାରେ ସ୍କୁଟି ଚାଳକ ମୃତ

ଭୁବନେଶ୍ବର(କେନ୍ୟୁଜ୍): ଫାୟାର ଷ୍ଟେସନ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ। ମୃତ ଯୁବକଙ୍କ ନାମ ମହେନ୍ଦ୍ର ବେହେରା ଘର ଗଞ୍ଜମ ଜିଲ୍ଲା । ସେ ଭୁବନେଶ୍ଵର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ବୟସ ୨୬ ବର୍ଷ ହୋଇଥିଲା।…

ମର୍ମନ୍ତୁଦ ଦୁର୍ଘଟଣା : ସ୍କ୍ରପିଓକୁ ଧକ୍କା ହୋଇ ସ୍କୁଟି ଚାଳକ ମୃତ, ଜଣଙ୍କୁ ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ

ବାରିପଦା/ବାଙ୍ଗିରିପୋଷି (କେନ୍ୟୁଜ୍):  ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର କାତରା ନଦୀ ପୋଲ ଛକରେ ଏକ ଦ୍ରୁତଗାମୀ ସ୍କର୍ପିଓ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେବା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକ ଜଣଙ୍କ ହେଲେ ନିକଟସ୍ଥ ଗୋଷାଣିପାଳର ହରିହର ସେଠୀ(୫୫)।…