Browsing Tag

search operation

ମହାନଦୀକୁ ଡେଇଁଲେ ଯୁବତୀ, ଉଦ୍ଧାର କାର୍ଯ୍ୟ ଜାରି

ଜଗତସିଂହପୁର: ପୋଲ ଉପରୁ ମହାନଦୀକୁ ଡେଇଁ ପଡ଼ିଲେ ଯୁବତୀ । ଜଗତସିଂହପୁର ଜିଲ୍ଲା ତାର୍ତ୍ତୋଲ ଥାନା ଅଞ୍ଚଳରେ ମହାନଦୀର ତାରତୋଲ ପୋଲରୁ ଡେଇଁ ଯୁବତୀ ନିଖୋଜ । ଯୁବତୀଙ୍କ ପରିଚୟ ମିଳି ପାରିନାହିଁ । କଣ ପାଇଁ ସେ ମହାନଦୀକୁ ଡେଇଁଲେ ଜଣାପଡ଼ିନାହିଁ ।  ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି…

ସର୍ଚ୍ଚ ଅପରେସନ ବେଳେ ମାଲକାନଗିରି ସୀମାନ୍ତ ଜଙ୍ଗଲରୁ ସ୍ପାଇକ ହୋଲ୍ ଠାବ

ମାଲକାନଗିରି (କେନ୍ୟୁଜ): ନକ୍ସଲ ରଚିଥିଲେ ଷଡ଼ଯନ୍ତ୍ର । ଲୁଚି ଲୁଚି ପ୍ରସ୍ତୁତ କରିଥିଲେ ରଣନୀତି । ବଡ ଅଘଟଣ ଘଟାଇବାକୁ ଚାଲିଥିଲେ ଚକ୍ରାନ୍ତ । ହେଲେ ପଣ୍ଡ ହୋଇଛି ନକ୍ସଲଙ୍କ ସମସ୍ତ ଯୋଜନା । ମାଲକାନଗିରିରେ ସ୍ପାଇକ ହୋଲ୍ ଠାବ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୋଲିସକୁ…

ନୂଆପଡ଼ା: ନକ୍ସଲ ହମଲା ପରେ ସ୍ଥାନୀୟ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ୍‌, ଆଜି ସ୍ଥିତି ସମୀକ୍ଷା କରିବେ ଆଇଜି ଅମିତାଭ…

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଜିଲ୍ଲାରେ ନକ୍ସଲ ହମଲା ପରେ ସ୍ଥାନୀୟ ଜଙ୍ଗଲରେ ଜୋରଦାର ହୋଇଛି ସର୍ଚ୍ଚ ଅପରେସନ୍‌ । ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିବେ ଆଇଜି ଅପରେସନ ଅମିତାଭ ଠାକୁର । CRPF ADG ଓ ଆଇଜି ନୂଆପଡ଼ା CRPF କ୍ୟାମ୍ପ ଯାଇ ସ୍ଥିତି ସମୀକ୍ଷା କରିବେ। DIG ରାଜେଶ ପଣ୍ଡିତଙ୍କ…

ଲାଲ୍‌ବାହିନୀଙ୍କ ଆକ୍ରମଣ ଯୋଜନା ପଣ୍ଡ; ସର୍ଚ୍ଚ ଅପରେସନ୍‌ ବେଳେ ଠାବ ହେଲା ଲ୍ୟାଣ୍ଡମାଇନ୍‌

ମାଲକାନଗିରି (କେନ୍ୟୁଜ): ଲାଲ୍‌ବାହିନୀଙ୍କ ଆକ୍ରମଣ ଯୋଜନା ପଣ୍ଡ। ସର୍ଚ୍ଚ ଅପରେସନ୍‌ ବେଳେ ଠାବ ହେଲା ଲ୍ୟାଣ୍ଡମାଇନ୍‌। ଫଳରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲାରେ ମାଓବାଦୀଙ୍କ ଏଭଳି ବଡ ଧରଣର ଯୋଜନାକୁ ପଣ୍ଡ କରିଛି ପୋଲିସ। କିସ୍ଥାରାମ ଜଙ୍ଗଲରେ ପୋଲିସକୁ…

ଜାମ୍ମୁ କାଶ୍ମୀରର ନରବଲ୍‌ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ବେଳେ ୫ ଆତଙ୍କବାଦୀ ଗିରଫ

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର ନରବଲ୍‌ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ବେଳେ ୫ ଆତଙ୍କବାଦୀ ଗିରଫ କରିଛି ସେନା ଓ ବୁଡଗାମ ପୋଲିସ। ୫ ଆତଙ୍କବାଦୀ ହେଲେ ଇମ୍ରାନ ରସିଦ, ଇଫସାନ ଅହମ୍ମଦ ଗାନି, ଓ୍ଵାଇସ ଅହମ୍ମଦ, ମୋସିନ କଦର ଓ ଆବଦି ରାଥର। ସେମାନଙ୍କ ଠାରୁ ୨୮ ରାଉଣ୍ଡ ଗୁଳି,ଏକେ ୪୭ ସହ…