Browsing Tag

series bombing

ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ବୋମା ମାଡ, ବ୍ୟବସାୟୀ ଗୁରୁତର

ଖୋର୍ଦ୍ଧା (କେନ୍ୟୁଜ): ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଜଟଣୀ ଥାନା କନ୍ତିଆରେ ବୋମା ମାଡ। ବୋମା ମାଡରେ ରଚିତ୍ରା ନନ୍ଦ ସାମନ୍ତରାୟ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳ ୬ .୩୦ ସମୟରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା କନ୍ତିଆ ଗ୍ରାମରେ ଜମିବାଡି ବିବାଦକୁ ଯୋଗୁ ପୂର୍ବ ଶତୃତାକୁ କେନ୍ଦ୍ର କରି…

ସରକାରୀ ଜମି ଜବରଦଖଲକୁ ନେଇ ସିରିଜ୍‌ ବୋମାମାଡ ଘଟଣା: ଏବେ ବି ପଡିରହିଛି ୧୦ରୁ ଅଧିକ ଅଫୁଟା ବୋମା

ବ୍ରହ୍ମଗିରି(କେନ୍ଯୁଜ୍): ସରକାରୀ ଜମି ଜବରଦଖଲକୁ ନେଇ ଗୋଷ୍ଠୀ ବିବାଦ ଘଟଣାକୁ ନେଇ ଗାଁରେ ସିରିଜ୍‌ ବୋମାମାଡ ଘଟଣା ପରେ ଏବେ ବି ସେହି ସ୍ଥାନରେ ୧୦ରୁ ଅଧିକ ଅଫୁଟା ବୋମା ପଡିରହିଛି। ୫ ଜଣ ଲୋକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳରେ…