Browsing Tag

shampoo

ଗାଧୋଇବା ବେଳେ ଏହି ଉପାୟରେ ସଫା କରନ୍ତୁ ଚୁଟି, ଗୋଟେ ବି ଉପୁଡ଼ିବନି

ସୁନ୍ଦର କେଶ ପାଇଁ ଏହାର ଯତ୍ନ ନେବା ଖୁବ୍‌ ଜରୁରୀ। ଭୁଲ ଢଙ୍ଗରେ ଚୁଟି ଧୋଇବା ଓ ଅଧିକ ହେୟାର ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ଚୁଟି ନଷ୍ଟ ହେବା ଆଶଙ୍କା ରହିଛି। ଏହା ଦ୍ୱାରା ଚୁଟି ସହ ଜଡ଼ିତ ସମସ୍ୟା ବି ଦେଖାଯାଏ। ଆଜି ଆସନ୍ତୁ ଜାଣିବା ଚୁଟିକୁ ଡ୍ୟାମେଜ୍‌ ହେବାରୁ ବଞ୍ଚାଇବାକୁ କେମିତି…

ଶାମ୍ପୁ ବିନା ବି ଲଗାଇ ପାରିବେ ହେୟାର କଣ୍ଡିଶନର, ଜାଣନ୍ତୁ କିଛି ଜରୁରୀ କଥା

ହେୟାର କଣ୍ଡିଶନର କେଶକୁ କଣ୍ଡିଶନିଙ୍ଗ୍‌ କରିବାରେ ଉପଯୋଗ କରାଯାଇଥାଏ। ସାଧାରଣତଃ କେଶ ଶାମ୍ପୁ କରିବା ପରେ ଏହାକୁ ଓଦା କେଶରେ ଲଗାଯାଇଥାଏ, ଯଦ୍ଦ୍ଵାରା କେଶ ମୁଲାୟମ ରହିବା ସହିତ କେଶ ଝଡ଼ିବାରୁ ମୁକ୍ତି ମିଳିଥାଏ। ଆଜି ଆମେ ଆପଣଙ୍କୁ ହେୟାର କଣ୍ଡିଶନର ସହ ଜଡ଼ିତ କିଛି ଜରୁରୀ କଥା କହିବାକୁ…