Browsing Tag

sheep death

ୟୁପି: ଗୋରଖପୁରରେ କୀଟନାଶକ ଖାଇ ଏକାବେଳେ ୧୭୫ ମେଣ୍ଢାଙ୍କ ମୃତ୍ୟୁ, ଚିନ୍ତାରେ ପଶୁପାଳକ

ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାର ଭକ୍ସା ଗ୍ରାମରେ କୀଟନାଶକ ଦିଆଯିବା ପରେ ୧୭୫ ମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଏହି ମେଣ୍ଢମାନେ ଗାଁର ନରେଶ ପାଲଙ୍କର ଥିଲେ। ସେ କହିଛନ୍ତି ଯେ ପ୍ରତିବର୍ଷ ସେ ସନ୍ଥ କବୀର ନଗରର ଏକ ପ୍ରାଣୀ ଚିକିତ୍ସାଳୟରୁ ମେଣ୍ଢାମାନଙ୍କୁ କୀଟନାଶକ ଖାଇବାକୁ ଦିଅନ୍ତି।…

ଅଜଣା ଜନ୍ତୁ ଆକ୍ରମଣ, ପୁଣି ନିଆଳିରେ ୬ ମେଣ୍ଢା ମୃତ

କଟକ: କଟକ ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ। ଗୋଟିଏ ମାସ ମଧ୍ୟରେ ଚତୁର୍ଥ ଥର ପାଇଁ ମେଣ୍ଢା ମୃତ୍ୟୁ। ମାସକରେ ଗଲାଣି ୨୨ ମେଣ୍ଢାଙ୍କ ଜୀବନ । ତେବେ ଗତକାଲି ବିଳମ୍ବିତ ରାତିରେ ନିଆଳି ବ୍ଲକ ବାଘମାର ଗାଁର ଶରତ ଚନ୍ଦ୍ର କାଠୁଆଙ୍କ ଗୁହାଳରେ ୬ଟି ମେଣ୍ଢା ମରି କି ପଡ଼ିଥିବା ଦେଖିବାକୁ…

କଳାହାଣ୍ଡିରେ ନିଆଳି ଭୟ! ଅଜଣା ଜନ୍ତୁ ଆକ୍ରମଣରେ ୧୯ମେଣ୍ଡା ମୃତ

କଳାହାଣ୍ଡି : ପୁଣି ଅଜଣା ଜନ୍ତୁ ଆତଙ୍କ। ଅଜଣା ଜନ୍ତୁ ଆକ୍ରମଣରେ ୧୯ମେଣ୍ଡା ମୃତ। କଳାହାଣ୍ଡି ମଦନପୁର ରାମପୁର ବ୍ଲକ ଡଙ୍ଗାପଟା ଗାଁର କୈଳାଶ ମାଝିଙ୍କ ଗୁହାଳରୁ ୧୯ଟି ମେଣ୍ଡାର ମୃତଦେହ ଉଦ୍ଧାର ହୋଇଛି। ମେଣ୍ଡା ମାନଙ୍କ ବେକ କାନରେ କ୍ଷତ ଚିହ୍ନ ରହିଛି। ଗତ ୨ ଦିନ ହେଲା ଗାଁରେ ଆତଙ୍କ…

ନିଆଳି ପରେ ବାରଙ୍ଗରେ ଅଜଣା ଜନ୍ତୁ ଆତଙ୍କ, ମଲେ ୧୭ ମେଣ୍ଢା

ନିଆଳି (କେନ୍ୟୁଜ୍) : ନିଆଳି ପରେ ବାରଙ୍ଗରେ ଅଜଣା ଜନ୍ତୁ ଆତଙ୍କ । ବାରଙ୍ଗ ବ୍ଲକ ନରାଜ ବେହେରା ସାହିର ୧୭ ଜଣ ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ଗାଁର ବୈରାଗୀ ଦାସଙ୍କ ଗୁହାଳରେ ଗତକାଲି ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଛି । ମୃତ ମେଣ୍ଢାଙ୍କ ବେକ ଓ ପେଟରେ କ୍ଷତ ଚିହ୍ନ ରହିଛି । ଖବର ପାଇ…