Browsing Tag

Shiva Linga

ବର୍ଷକୁ ବର୍ଷ ବଢୁଛି ଶିବ ଲିଙ୍ଗ, କିମ୍ବଦନ୍ତୀ କହେ ଏହି ମନ୍ଦିରର ରହିଛି ଅନେକ ମହିମା

ବର୍ଷକୁ ବର୍ଷ ବଢୁଛି ଶିବ ଲିଙ୍ଗ । ଖାଲି ସେତିକି ନୁହଁ କିଛି ମାସରେ ଲିଙ୍ଗର ରଙ୍ଗ ମଧ୍ୟ ବଦଳୁଛି । ତେବେ ଆସନ୍ତୁ ଜାଣିବା ଏହି ଶିବଲିଙ୍ଗ କେଉଁଠି ରହିଛି । ତାଳଚେରର ଝାଡ଼ିଅମ୍ବା ଗାଁ ଯେଉଁଠି ରହିଛି ୬ ଫୁଟ ଉଚ୍ଚତା ବିଶିଷ୍ଟ ଓଡ଼ିଶାର ସବୁଠାରୁ ବଡ଼ ଫୁଟି ଲିଙ୍ଗ । ଆଉ ଏହି ମନ୍ଦିରର ନାଁ…

ଗଞ୍ଜାମରେ ରହିଛି ବିରଳ ପାରଦ ଶିବ ଲିଙ୍ଗ, ଯାହାଙ୍କୁ ଦର୍ଶନ କଲେ ପୂରଣ ହୁଏ ସମସ୍ତ ମନସ୍କାମନା

ଆସିକା (କେନ୍ୟୁଜ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଯୁମୁନା ଗିରି ପର୍ବତରେ ପୂଜା ପାଉଛନ୍ତି ସିଦ୍ଧେଶ୍ୱର ମହାଦେବ । ପ୍ରାୟ ହଜାର ବର୍ଷରୁ ଅଧିକ ସମୟ ଧରି ଏହି ମନ୍ଦିରର କିମ୍ବଦନ୍ତୀ ଲୋକକଥାର ଇତିହାସ ରହିଛି । ଗୁମ୍ଫା, ସ୍ଵର୍ଣ୍ଣ ପଦ୍ମ,କାଳୀ ଗାଈ, ଶାମୁକା ବନ୍ଧ,ଆଉଜାପସ୍ତର,…

ଶିବଲିଙ୍ଗ ଉପରେ ଦିଆଯାଇଥିବା ଭୋଗ ଗ୍ରହଣ କରିବା ଉଚିତ ନା ନୁହେଁ ? ଜାଣନ୍ତୁ କଣ କରିବେ

ଦେବ ଦେବ ମହାଦେବଙ୍କୁ ପୂଜା କରିବା ପାଇଁ ସର୍ବୋତ୍ତମ ଦିନ ହେଉଛି ସୋମବାର । ସୋମବାର ଦିନ ଭଗବାନ ଶିବ ଏବଂ ଶିବଲିଙ୍ଗଙ୍କୁ ପୂଜା କରି ଭକ୍ତମାନେ ଆଶୀର୍ବାଦ ପାଇଥାନ୍ତି । ପୂଜା ସମୟରେ ଭୋଳାନାଥଙ୍କୁ ତାଙ୍କ ପସନ୍ଦର ଭୋଗ ମଧ୍ୟ ଦିଆଯାଏ । ଅନେକ ଲୋକ ଅଛନ୍ତି ଯେଉଁମାନେ ଶିବଲିଙ୍ଗରେ…

ପୁରୀ ବେଳାଭୂମି ବାଲିରୁ ମିଳିଲା ଶିବ ଲିଙ୍ଗ, ସମୁଦ୍ର ପାଣିରେ ଭାସି ଆସିଥିବା ଅନୁମାନ

ପୁରୀ (ନ୍ୟୁଜ): ପୁରୀ ବେଳାଭୂମିରେ ଭାସୁଛି ଶିବ ଲିଙ୍ଗ। ଲାଇଟହାଉସ ନିକଟରେ ଏହି ଶିବ ଲିଙ୍ଗ ଦେଖିବାକୁ ମିଳିଛି। ବାସେଳୀ ସାହିର ରାକେଶ ସାହୁ, କାହ୍ନା ମହାନ୍ତି ଏବଂ ତାଙ୍କ ସାଙ୍ଗ ମାନେ ଗତକାଲି ସମୁଦ୍ର ବେଳାଭୂମିରେ ବସିଥିଲେ। ହଠାତ ଏକ କଳା ରଙ୍ଗ କିଛି ଦେଖାଯିବାରୁ କୌତୁହଳ ବଶତଃ ବାଲି…

ଘରେ ଶିବ ଲିଙ୍ଗ ରଖିବା ପୂର୍ବରୁ ନିଶ୍ଚୟ ଜାଣନ୍ତୁ ଏସବୁ କଥା, ନଚେତ୍‌ ଅସନ୍ତୁଷ୍ଟ ଦେବେ ମହାଦେବ

ଭଗବାନ ଶିବଙ୍କୁ ଭୋଳାନାଥ ମଧ୍ୟ କୁହାଯାଏ। ସନାତନ ଧର୍ମରେ ଶିବଲିଙ୍ଗଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଶିବ ପୁରାଣରେ କୁହାଯାଇଛି ଯେ ଶିବଲିଙ୍ଗର ପୂଜା କରିବା ଦ୍ୱାରା ମହାଦେବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଓ ମନସ୍କାମନା ପୂରଣ କରିଥାନ୍ତି। ତେବେ କେବଳ ମନ୍ଦିରରେ ନୁହେଁ, ଅଧିକାଂଶ ଲୋକ…

ସିଦ୍ଧେଶ୍ୱର ମନ୍ଦିର ନିକଟ ବୈତରଣୀ ନଦୀ ଗର୍ଭରୁ ବାହାରିଥିବା ଶିବ ଲିଙ୍ଗ ଦର୍ଶନ ପାଇଁ ଜମୁଛି ଲୋକଙ୍କ ଭିଡ, ସୃଷ୍ଟି…

ଯାଜପୁର ଟାଉନ୍: ବାଲି ଖୋଳୁ ଖୋଳୁ ମହାଦେବ। ନଦୀ ଗର୍ଭରୁ ବାହାରିଛନ୍ତି ଧଳା ଶିବ ଲିଙ୍ଗ । ଏହି ଶିବ ଲିଙ୍ଗ ଦର୍ଶନ କରିବାକୁ ଜମିଛି ଲୋକଙ୍କ ଭିଡ଼। ଯାଜପୁର ଜିଲ୍ଲା ଦଶରଥପୁର ତହସିଲ ଅଧିନସ୍ତ ସିଦ୍ଧେଶ୍ୱର ପୀଠ ବିଷୟରେ ଜାଣିଥିବେ ନିଶ୍ଚୟ। ଏହା ଏକ ପ୍ରାଚୀନ ଶୈବପୀଠ । ଏଠାରେ ଦେଶର କୋଣ…

ଶିବରାତ୍ରୀରେ ଭକ୍ତଙ୍କ ପାଇଁ ଖୁସି ଖବର, ପ୍ରତିଷ୍ଠା ହେଲା ଓଡିଶାର ସର୍ବବୃହତ ଶିବଲିଙ୍ଗ

ଆଜି ପବିତ୍ର ମହାଶିବରାତ୍ରୀ। ସମସ୍ତ ଶୈବ ପୀଠ ଚଳଚଞ୍ଚଳ। ଆଜି ସମସ୍ତଙ୍କ ମନରେ ଭକ୍ତିଭାବ ଜାଗ୍ରତ ହୋଇଥାଏ। ତେବେ ଆଜି ପବିତ୍ର ଜାଗର ଓଷାରେ ସମସ୍ତ ଶିବ ଭକ୍ତଙ୍କ ପାଇଁ ଖୁସି ଖବର। ଆମ ଏଇ ରାଜ୍ୟରେ ନିର୍ମାଣ ହୋଇଛି ଓଡିଶାର ସବୁଠାରୁ ବଡ ଶିବ ଲିଙ୍ଗ। ଶିବ ଲିଙ୍ଗ କହିଲେ ମନରେ ଆଧ୍ୟାମିକ…

ଚକ୍‌, ପଥର ଓ କାଠରେ ବିଶ୍ୱର ସବୁଠୁ ଛୋଟ ଶିବ ଲିଙ୍ଗ ତିଆରି କଲେ ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟନାରାୟଣ ମହାରଣା

ବ୍ରହ୍ମପୁର: ଚକ୍‌, ପଥର ଓ କାଠରେ ଶିବଲିଙ୍ଗ। ବିଶ୍ୱର ସବୁଠୁ ଛୋଟ ଶିବ ଲିଙ୍ଗ ତିଆରି କରିଛନ୍ତି ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟନାରାୟଣ ମହାରଣା। କାଠରେ ୩ଟି, ଚକରେ ୪ଟି, ପଥର ଓ କାଠରେ ଶିବ ଲିଙ୍ଗ ତିଆରି କରିଛନ୍ତି। ଚକ ମୂର୍ତ୍ତିର ଉଚ୍ଚତା ୧.୨, ୨.୭, ୩ ସେଣ୍ଟିମିଟର ଓ ୧ ଇଞ୍ଚ…

ଶିବଙ୍କ ଭକ୍ତିରେ ଲୀନ ହେଲେ କଏଦୀ, ତିଆରି କଲେ କୋଟିଏ ଶିବ ଲିଙ୍ଗ

ମଧ୍ୟପ୍ରଦେଶର ଗ୍ଵାଲିୟରରେ ଭକ୍ତିର ଏକ ନିଆରା ରଙ୍ଗ ଦେଖିବାକୁ ମିଳିଛି। ଗ୍ଵାଲିୟର ସ୍ଥିତ କେନ୍ଦ୍ରୀୟ ଜେଲରେ ଏକ ସେଭଳି ବାତାବରଣ ସୃଷ୍ଟି କରାଯାଇଛି। ଜେଲରେ ଅପରାଧ ଦୁନିଆ ସହ ଜଡ଼ିତ ଲୋକମାନେ ଭଗବାନଙ୍କ ଭକ୍ତିରେ ବୁଡ଼ି ଯାଇଛନ୍ତି। ୧୫ ଫେବ୍ରୁଆରୀରେ କଏଦୀଙ୍କ ପାଇଁ ଗ୍ଵାଲିୟର ସେଣ୍ଟ୍ରାଲ…

ଆଜି ସୋମ ପ୍ରଦୋଷ ବ୍ରତରେ ଏହି ଉପାୟ କରନ୍ତୁ ଶିବ ନିଶ୍ଚୟ ପୂରା କରିବେ ଆପଣଙ୍କ ସମସ୍ତ ମନସ୍କାମନା

ଆଜି ଚଳିତ ବର୍ଷର ଶେଷ ପ୍ରଦୋଷ ବ୍ରତ, ଯାହା ସୋମବାର ଦିନ ପଡୁଥିବାରୁ ଏହାକୁ ସୋମ ପ୍ରଦୋଶ ବ୍ରତ କୁହାଯାଉଛି। ମାନ୍ୟତା ରହିଛି ଯେ ଆଜିର ଦିନରେ ସମସ୍ତ ଶକ୍ତି ଶିବଲିଙ୍ଗରେ ଲୀନ ହୋଇଯାନ୍ତି ଏବଂ ଏଥିପାଇଁ ଆଜି ଯଦି ଆପଣ ଶିବଲିଙ୍ଗର ଦର୍ଶନ କଲେ ତେବେ ସର୍ବ ଜନ୍ମର ପାପ ଦୂର ହୋଇଯାଏ। ଆଜିର…

ଜାଣନ୍ତୁ ଆୟରଲ୍ୟାଣ୍ଡରେ ଅବସ୍ଥିତ ୧୦୦ ବର୍ଷ ପୁରୁଣା ଏହି ଶିବଲିଙ୍ଗ ବିଷୟରେ କିଛି ରୋଚକ ତଥ୍ୟ

କଣ ଆପଣମାନେ ବିଶ୍ବର ସବୁଠାରୁ ରହସ୍ଯମୟ ଶିବଲିଙ୍ଗ ବିଷୟରେ ଜାଣିଛନ୍ତି। ଏହି ରହସ୍ଯମୟ ଶିବଲିଙ୍ଗ ଆୟରଲ୍ୟାଣ୍ଡରେ ଅବସ୍ଥିତ। ସେଠାର ଏକ ପାହାଡିଆ ଅଞ୍ଚଳରେ ଗୋଲଘେରେ ମଧ୍ଯରେ ଲଗାଯାଇଛି। ଏଠାରେ ଏକ ଲମ୍ବା ଶିବଲିଙ୍ଗ ଶରୀଖା ରହିଛି। କୁହାଯାଇଥାଏ କି ଏହାକୁ ଆୟରଲ୍ୟାଣ୍ଡରେ ଖାସ୍ ଯାଦୁ ଶକ୍ତି…