ବାହାଘର ପୂର୍ବରୁ ଭାଙ୍ଗିଗଲା ଶ୍ରଦ୍ଧା ଓ ରୋହନଙ୍କ ସମ୍ପର୍କ ! ବର୍ଷ ଆରମ୍ଭରୁ ଚାଲିଥିଲା ମନମାଳିନ୍ୟ
ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଗତ କିଛିଦିନରୁ ଲାଇମଲାଇଟରୁ ଦୂରେଇ ରହିଛନ୍ତି। ନିକଟରେ ରଣବୀର କପୁରଙ୍କ ସହିତ ଏକ ଫିଲ୍ମର ସୁଟିଂ ସମୟର ଫଟୋରେ ଶ୍ରଦ୍ଧାଙ୍କୁ ଦେଖିବାକୁ ମିଳିଥିଲା। ଶ୍ରଦ୍ଧା ଓ ରଣବୀରଙ୍କ ଅପକମିଂ ଫିଲ୍ମର ଏକ ଗୀତର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା।…