Below header
Browsing Tag

singer sourin bhatt

ବଢୁଛି ସୌରୀନ ଭଟ୍ଟଙ୍କ ଅଡୁଆ: ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା କମିଶନରେଟ ପୋଲିସ

(କେନ୍ୟୁଜ): ବଢୁଛି ଜଣାଶୁଣା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଅଡୁଆ। ସୌରୀନଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା କମିଶନରେଟ ପୋଲିସ । ଦୁଇଟି ଯାକ ଆକାଉଣ୍ଟ କୋଲକାତାର ବୋଲି ସୂଚନା ମିଳିଛି । ତାଙ୍କର ଅନ୍ୟ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯିବ ବୋଲି କଟକ ଜୋନ୍-୨ ଏସିପି ଅମିତାଭ ମହାପାତ୍ର…

କଣ୍ଠ ଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର ଜାରି

କଣ୍ଠ ଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର । ଲୁକ୍ ଆଉଟ ସର୍କୁଲାର ଜାରି କଲା କଟକ କମିଶନରେଟ ପୋଲିସ । ସୌରୀନଙ୍କୁ ପାଉନି ପୋଲିସ। କୋଲକତା ପୋଲିସ ସହାୟତାରେ ରେଡ୍ କରିଥିଲା କଟକ କମିଶନରେଟ ପୋଲିସ। ଏନେଇ କଟକରୁ କୋଲକାତା ଯାଇଥିଲେ ୪ଜଣିଆ ପୋଲିସ ଟିମ୍ । ସୌରୀନଙ୍କ…

ବଢିଛି ସୌରିନ ଭଟ୍ଟଙ୍କ ଅଡୁଆ: ଆଗୁଆ ଜାମିନ୍ ଆବେଦନ ଖାରଜ କଲେ ହାଇକୋର୍ଟ

କଟକ (କେନ୍ୟୁଜ): ବଢିଛି କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ । ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ସୌରିନଙ୍କ ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇଦେଲେ ହାଇକୋର୍ଟ । ମାମଲାର ତଦନ୍ତରେ ସୌରିନଙ୍କ ସକ୍ରିୟ ଉପସ୍ଥିତି ପାଇଁ କହିଲେ ହାଇକୋର୍ଟ । କେସ୍ ଡାଏରୀରେ ଘଟଣାରେ ସୌରିନଙ୍କ…

ଯୁବତୀଙ୍କୁ ନିର୍ଯାତନା ମାମଲାରେ ସିଙ୍ଗର ସୌରିନ ଭଟ୍ଟଙ୍କୁ ଅନ୍ତରୀଣ ସୁରକ୍ଷା, ୨୫ରେ ପରବର୍ତ୍ତୀ ଶୁଣାଣି

ଯୁବତୀଙ୍କୁ ନିର୍ଯାତନା ମାମଲାରେ ସିଙ୍ଗର ସୌରିନ ଭଟ୍ଟଙ୍କୁ ଅନ୍ତରୀଣ ସୁରକ୍ଷା। ସୁରକ୍ଷା ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ହେବେ ନାହିଁ ସୌରିନ। ଯୁବତୀଙ୍କ ଅଭିଯୋଗ ପରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ବଲିଉଡ ସିଙ୍ଗର। ଅଗଷ୍ଟ ୨୫ରେ…

କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୁଦ୍ଧରେ ଏତଲା, ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଓଡ଼ିଆ ଗାୟିକା

କଟକ (କେନ୍ୟୁଜ): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଥାନାରେ ଏତଲା । ମହିଳା ଥାନାରେ ଅଭିଯୋଗ କରିଛନ୍ତି ଜଣେ ମହିଳା କଣ୍ଠଶିଳ୍ପୀ । ମିଛ ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ଅଭିଯୋଗ କରିଛନ୍ତି କଣ୍ଠଶିଳ୍ପୀ। ତାଙ୍କ କହିବା ଅନୁଯାୟୀ…