Browsing Tag

Sinkhole swallows classroom

ଗାତରେ ଗଳିଗଲା ସ୍କୁଲ,୧୭ ଜଣ ଛାତ୍ରଛାତ୍ରୀ ଆହତ

ଗାତରେ ଗଳିଗଲା ସ୍କୁଲ । ଜିମ୍ବାେଓ୍ଵରେ ଏକ ପ୍ରାଥମିକ ସ୍କୁଲକୁ ଗିଳିଦେଲା ଗାତ । ଏକ ଖଣି ଅଞ୍ଚଳରେ ଏମିତି ଘଟଣା ଘଟିଛି। ବିରାଟ ସିଙ୍କ୍‌ହୋଲ ଭିତରକୁ ପଶି ଯାଇଛି କ୍ଲାସରୁମ। ଏଥିରେ ୧୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଛିନ୍ତି। କ୍ୱେକ୍ୱେ ସହରରେ ଥିବା ଏହି ସ୍କୁଲଟି ଜିମ୍ବାେଓ୍ଵ ରାଜଧାନୀ…