Below header
Browsing Tag

skulls

ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ, କଳାରାହାଙ୍ଗ ଇଞ୍ଜଣା ପୋଲ ତଳୁ ଏକାଧିକ ନରକଙ୍କାଳ ଜବତ

ଭୁବନେଶ୍ବର(କେନ୍ୟୁଜ): ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଅଖା ଭିତରୁ ଜବତ ହେଲା ଏକାଧିକ ନରକଙ୍କାଳ। ଭୁବନେଶ୍ବର କଳାରାହାଙ୍ଗ ଅଞ୍ଚଳରୁ ମିଳିଛି ଏହି ସବୁ ନରକଙ୍କାଳ। ଖବର ପାଇଁ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛି ମଞ୍ଚେଶ୍ୱର ଥାନା ପୋଲିସ୍। ଏପଟେ ରାଜ୍ଯ ସାଇଣ୍ଟିଫିକ୍ ଟିମ୍…

ଘାତକ ହେଉଛି ମୋବାଇଲର ଅତ୍ୟଧିକ ବ୍ୟବହାର, ଯୁବପିଢିଙ୍କ ମୁଣ୍ଡରୁ ବାହାରୁଛି ଶିଙ୍ଗ !

ପାଠ ହେଉ ଅବା କାମ । ସପିଙ୍ଗ୍ ହେଉ ବା ଡେଟିଙ୍ଗ୍ । ସମ୍ପର୍କୀୟ ଯେତେ ଦୂରରେ ଥାଆନ୍ତୁ ନା କାହିଁକି ସମ୍ପର୍କକୁ ମଜଭୁତ କରି ରଖିଛି ମୋବାଇଲ୍ । ମୋବାଇଲର ଗୋଟିଏ ବଟନ୍, ଆପଣଙ୍କ କଥାକୁ ପହଞ୍ଚାଇଦିଏ ଦରିଆ ପାରିରେ ଥିବା ଆପଣଙ୍କ ପ୍ରିୟଜନଙ୍କ ନିକଟରେ । ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି…