Browsing Tag

snake byte dead

ସାପ କାମୁଡ଼ାରେ ଚାଲିଗଲା ନାବାଳକର ଜୀବନ

ସମ୍ବଲପୁର :  ରେଢ଼ାଖୋଲ ବ୍ଳକ ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ସାମପୁର ଗାଁ ରେ ଘଟିଛି ଅଭାବନୀୟ ଘଟଣା ।  ଚିତିସାପ କାମୁଡାରେ ଜଣେ ୧୫ ବର୍ଷିୟ ନାବାଳକର ମୃତ୍ୟୁ ହୋଇଛି ।  ମୃତ ଜଣକ ହେଲେ ବଡବାହାଲ ପଞ୍ଚାୟତ ବଡକୁଡା ଗ୍ରାମର ପ୍ରସନ୍ନ ସାହୁଙ୍କ ପୁଅ ସ୍ୱାଗତ ସାହୁ  ।  ସେ ତା ମାମୁଘର…

ଶୋଇଥିବା ବେଳେ ବିଷଧର ସାପ ମାରିଲା ଚୋଟ, ୧୩ ମାସର ଛୁଆକୁ ଛାଡ଼ି ଆରପାରିକୁ ଚାଲିଗଲେ ବାପା ମା

ନୂଆପଡ଼ା (କେନ୍ୟୁଜ୍): ବିଷାକ୍ତ ସାପ କାମୁଡ଼ାରେ ସ୍ୱାମୀ-ସ୍ତ୍ରୀ ମୃତ । ଅଳ୍ପକେ ବର୍ତ୍ତିଗଲା ୧୩ ମାସର ଶିଶୁ । ସେମାନେ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡି ଦେଇଥିଲା । ଗୁରୁତର ଅସୁସ୍ଥ ଅବସ୍ଥାରେ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ…

ଚିତି ସାପ କାମୁଡ଼ିରେ ମରିଛି ସିଂହୀ ଗଙ୍ଗା, ଚିକିତ୍ସା ବେଳେ ବୁଜିଲା ଆଖି

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ସିଂହୀର ମୃତ୍ୟୁ ହୋଇଛି।ସର୍ପଦଶଂନରେ ଏକ ଆଫ୍ରିକୀୟ ସିଂହୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ ସିଂହୀଟିକୁ ଚିତି ସାପ କାମୁଡ଼ି ଥିଲା। ଚିକିତ୍ସା ବେଳେ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…

ସେ ପରା ମା…. ନିଜ ପୁଅକୁ ବଞ୍ଚାଇବାକୁ ଯାଇ ବିଷାକ୍ତ ସାପର ଚୋଟ ଖାଇ ଆଖି ବୁଜିଲା ମା’

ଯାଜପୁର ଟାଉନ(କେନ୍ୟୁଜ୍): ଧନରେ ତୁ ମୋ ପାଇଁ ସବୁକିଛି। ତୁ ବଞ୍ଚିରହିବା ମୋ ପାଇଁ ସବୁଠାରୁ ବଡ଼। ଏଭଳି କିଛି ମନରେ ଭାବି ମାତୃ ଶବ୍ଦକୁ ସାର୍ଥକ କରିଛନ୍ତି ଜଣେ ମା’। ନିଜ ପୁଅକୁ ବିପଦରୁ ବଞ୍ଚାଇବା ପାଇଁ  ନିଜ ଜୀବନକୁ ବାଜି ଲାଗାଇ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।   ଏଭଳି ଦୁଃଖବ ଘଟଣା…