Browsing Tag

soil cronch

ମାଟିଶଙ୍ଖ ତିଆରି କରି ଅନେକ ପ୍ରଶଂସା ସାଉଁଟିଛନ୍ତି ମୟୂରଭଞ୍ଜ ଜିଲ୍ଲାର ସୁଷମା ବିଶ୍ୱାଳ

ମୟୂରଭଞ୍ଜ(କେନ୍ୟୁଜ୍): ହିନ୍ଦୁ ଧର୍ମରେ ଘରେ ଘରେ ଶଙ୍ଖର ଏକ ସ୍ୱତନ୍ତ୍ରତା ରହିଛି । ସାଧାରଣତଃ ସମୁଦ୍ରରୁ ମିଳୁଥିବା ଶଙ୍ଖ ଆମେ ସମସ୍ତେ ଦେଖିଛେ । ହେଲେ ଏବେ ମାଟିରେ ତିଆରି ଶଙ୍ଖ ବେଶ୍‌ ଆଦୃତ ଲାଭ ହେବା ସହ କାରିଗରୀଙ୍କୁ ସ୍ୱାବଲମ୍ବୀ କରାଇ ପାରିଛି । ସମୁଦ୍ର ଶଙ୍ଖର ସମାନ ସ୍ୱର, ସମାନ…