Browsing Tag

soldier

ଭିଡିଓ: ଯବାନଙ୍କ ପାଖରେ ବନ୍ଧୁକ ଦେଖି ମାଗିବାକୁ ଲାଗିଲା କୁନି ପୁଅଟି, ନଦେଲାରୁ ଦେଖନ୍ତୁ କେମିତି ଦେଲା ରିଆକ୍ସନ୍‌

ସୋସିଆଲ ମିଡିଆରେ ଏକ ଛୋଟ ପୁଅର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ବି ହସି ହସି ଗଡ଼ିବେ। ଜଣେ ଯବାନ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ତାଙ୍କ ଅଣ୍ଟାରେ ବନ୍ଧୁକ ରହିଛି। ପିଲାଟିର ନଜର ଯେତେବେଳେ ବନ୍ଧୁକ ଉପରେ ପଡ଼ିଲା ସେ ଦୌଡ଼ି ଦୌଡ଼ି ତାଙ୍କ ପାଖରେ ପହଞ୍ଚିଯାଇଥିଲା ଆଉ…

ଚେଇଁ ଉଠିଲା ପ୍ରଶାସନ, ଶଯ୍ୟାଶାୟୀ ଯବାନ ରାମସିଂଙ୍କୁ ମିଳିଲା ଚିକିତ୍ସା ସୁବିଧା

ବିଳମ୍ବରେ ହେଉ ପଛେ ଯବାନଙ୍କୁ ମିଳିଲା ପ୍ରଶାସନର ସହଯୋଗ ଓ ସହାୟତା। ମାଲକାନଗିରି ଜିଲ୍ଲା ଗୁଦନାଡ ଗାଁର ଶଯ୍ୟାଶାୟୀ ଓଏପିଏଫ୍‌ ଯବାନ ରାମସିଂ ବୁରୁଦାଙ୍କୁ ଚିକିତ୍ସା ସହାୟତା ମିଳିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ହେଲେ…

ଆପଣ ଜାଣିଛନ୍ତି କି, ସେନାରେ କାହିଁକି ବନ୍ଦ କରାଯାଉନାହିଁ ଶରୀର ପ୍ରତି ହାନିକାରକ ମଦ 

ଭାରତୀୟ ସେନାଙ୍କର ଜୀବନ ଅତ୍ଯନ୍ତ କଠିନ ଏବଂ ଅନୁଶାସନପୂର୍ଣ୍ଣ ହୋଇଥାଏ। ସେମାନଙ୍କୁ ଦେଶର ରକ୍ଷା ପାଇଁ ସବୁବେଳେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଏଣୁ ତାଙ୍କୁ ସବୁବେଳେ ସବୁ ସମୟରେ ଫିଟ ରହିବାକୁ ପଡ଼ିଥାଏ। ତେବେ ଏତେ ଫିଟ ରହିବା ପରେ ମଧ୍ୟ ସେମାନଙ୍କର ମଦ୍ଯପାନ କରିବାର ଅଭ୍ଯାସ…