Browsing Tag

soldier shot

ଗୁଜରାଟ ନିର୍ବାଚନ ଡ୍ୟୁଟିରେ ମୁତୟନ ଯବାନ ନିଜର ଦୁଇ ସାଥୀଙ୍କ ଉପରେ AK-47ରୁ ଚଳାଇଲେ ଗୁଳି, ୨ ଜଣଙ୍କ ମୃତ୍ୟୁ

ଗୁଜରାଟର ପୋରବନ୍ଦରରେ ଭାରତୀୟ ରିଜର୍ଭ ବାଟାଲିୟନର ଯବାନମାନଙ୍କ ମଧ୍ୟରେ ସଂଘର୍ଷ ହେବାର ଖବର ଆସିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଂଘର୍ଷ ପରେ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ମଧ୍ୟ ହୋଇଥିଲା, ଯେଉଁଥିରେ ଦୁଇ ଯବାନଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ଗୁରୁତର ଆହତ…

ଥାଇଲାଣ୍ଡ: ଶପିଂମଲ୍‌ରେ ନରସଂହାର ରଚିଲେ ଥାଇ ସୈନିକ, ଆଖିବୁଜା ଗୁଳି ଚଳାଇ ୨୬ ଲୋକଙ୍କୁ କଲେ ହତ୍ୟା, ଶୁଟରକୁ ମାରି…

ଥାଇଲାଣ୍ଡରେ ଜଣେ ସୈନିକ ଜନଗହଳିପୂର୍ଣ୍ଣ ଏକ ଶପିଂମଲ୍‌ରେ ପଶି ୨୬ରୁ ଅଧିକ ଲୋକଙ୍କୁ ହତ୍ୟା କରିଛନ୍ତି। ସେ ନିଜ ରାଇଫଲ୍‌ରୁ ଆଖିବୁଜା ଗୁଳି ଚଳାଇଥିଲେ। ପାଖାପାଖି ୧୨ ଘଣ୍ଟା ଧରି ଏହି ନରସଂହାର ଚାଲିଥିଲା। ଏଥିରେ ୫୭ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ପରିସ୍ଥିତିକୁ ଆୟତ୍ତ…