Below header
Browsing Tag

son beating his old mother

କୁଳାଙ୍ଗାର ପୁଅ ! ବୃଦ୍ଧା ରୋଗିଣା ମାଆକୁ ମାରପିଟ୍‌ କରୁଥିଲା, ସିସିଟିଭି ଫୁଟେଜରେ ଧରାପଡିଲା ସତ

ରୋଗିଣା ମାଆକୁ ପିଟିଲା ଓକିଲ ପୁଅ । ପଞ୍ଜାବ ରୋପର ଜ୍ଞାନୀ ଜିଲ୍ଲା ସିଂହ ନଗରରୁ ଏପରି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଅସୁସ୍ଥ ମାଆକୁ ମାଡ ମାରୁଛନ୍ତି ପୁଅ ଓ ବୋହୂ । ନାତି ବି ମାଆ ବାପାଙ୍କ ସହ ମିଶି ମାରପିଟ୍‌ କରୁଛି । ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଏଭଳି ଅମାନବୀୟ ଦୃଶ୍ୟ…

ଥାନା ବାବୁ ମୋ ପୁଅ ମୋତେ ମାରିଛି, ଦେଖୁନାହାଁନ୍ତି କେମିତି ମୁହଁରୁ ରକ୍ତ ବାହାର କରିଦେଇଛି

ଜଳେଶ୍ଵର (କେନ୍ୟୁଜ) : ସମ୍ପତ୍ତି ଲୋଭରେ ବୁଢୀ ମାକୁ ମାଡ ମାରି ଲହୁଲୁହାଣ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ପୂଅ ବୋହୁ। ନିଜର ଜୀବନ ବଞ୍ଚାଇବା ପାଇଁ ଅସହାୟ ଅବସ୍ଥାରେ ଚାଲି ଚାଲି ଆସି ଥାନାରେ ପହଞ୍ଚିଲେ ବୁଢୀ ମା ଜଣକ। ଗୋଟିଏ ହାତରେ ଧରିଛନ୍ତି ଅଭିଯୋଗ ପତ୍ର ଏବଂ ଅନ୍ୟ…

ସାଲେପୁର: କୁଳାଙ୍ଗାର ପୁଅର କଳଙ୍କିତ କାମ, ନିଜ ଝିଅ ସହ ବୃଦ୍ଧା ମା କଥା ହେବାରୁ ପୁଅ ନିସ୍ତୁକ ପିଟିଥିବାର ଆସିଲା…

ସାଲେପୁର(କେନ୍ୟୁଜ୍):  ସାଲେପୁର ଥାନାର ଦ୍ୱାରସ୍ଥ ହେଲେ ଜଣେ ବୃଦ୍ଧା । ଝିଅମାନଙ୍କ ସହ ଫୋନ୍‌ରେ ଟିକେ କଥା ହେବା କାରଣରୁ ନିଜ ଜନ୍ମ କଲା ପୁଅ ବୃଦ୍ଧା ମାଆକୁ ଅମାନୁଷିକ ଭାବେ ବାଡେଇ ଥିବା ଅଭିଯୋଗ ହୋଇଛି। ବୃଦ୍ଧା ମାଆ ଜଣକ ସାଲେପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସାଲେପୁର ଥାନା…