ଘରଠୁ ଦୁଇ କି.ମି ଦୂରରେ ଥାଇ ବି ବାପାଙ୍କ ଶେଷ ସମୟରେ ଦେଖି ପାରିଲେନି ପୁଅ
ବାଲେଶ୍ୱର (କେ ନ୍ୟୁଜ୍) : ଖାସ୍ କ୍ୟାନ୍ସର ପୀଡ଼ିତ ବାପାଙ୍କୁ ଦେଖିବା ପାଇଁ ଆସିଥିଲେ ଗାଁକୁ । ହେଲେ ଗାଁ ଠୁ ୨ କି.ମି ଦୂରରେ ଥାଇ ବି ବାପାଙ୍କୁ ଦେଖା କରି ପାରିଲେନି ପୁଅ । କରୋନା ଭାଇରସ୍ ପାଚେରୀ ହୋଇ ଠିଆ ହେଲା ବାପ-ପୁଅଙ୍କ ଭିତରେ ।
ଘଟଣା ଥିଲା ଏପରି । ନୀଳଗିରୀ ଔପଦା…