Browsing Tag

soubhagya kumar felicitated

ଅଶୋକ ପଟ୍ଟନାୟକ ଶ୍ରାଦ୍ଧ ଦିବସରେ ଓସଜା ପକ୍ଷରୁ ଆଇରନ୍‌ ମ୍ୟାନ୍‌ ସୌଭାଗ୍ୟ କୁମାରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓସ୍‌ଜା ପକ୍ଷରୁ ଆଜି ସ୍ୱର୍ଗତ କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । ତାଙ୍କ ସ୍ମୃତିରେ ପାଳନ କରାଯାଉଥିବା ଏହି ଦିବସରେ ଆଜି ଆଇରନ୍‌ ମ୍ୟାନ୍‌ ଭାବେ ପରିଚିତ ସୌଭାଗ୍ୟ କୁମାର ରଥଙ୍କୁ ତାଙ୍କର…