Below header
Browsing Tag

special coin

ପ୍ରଧାନମନ୍ତ୍ରୀ ମୋଦି ଜାରି କଲେ ନୂଆ କଏନ ସିରିଜ, ଯାହାକୁ ସହଜରେ ଠଉରାଇ ପାରିବେ ଦୃଷ୍ଟିହୀନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କଏନ ଗୁଡିକର ଏକ ନୂଆ ସିରିଜ ଆରମ୍ଭ କରିଛନ୍ତି । ଜାରି ହୋଇଥିବା ଏହି କଏନ ଗୁଡିକ ଦୃଷ୍ଟିହୀନଙ୍କ ପାଇଁ ଅନୁକୂଳ ହେବ । ଅର୍ଥାତ ଏହି କଏନ ଗୁଡିକରେ ବି ବ୍ରେଲ ଲିପି ଆକାରରେ ଅଙ୍କିତ ଅଛି । ଯାହାଦ୍ୱାରା ଦୃଷ୍ଟିବାଧିତ ମାନେ ଏହାକୁ ସହଜରେ ପଢିପାରିବେ…