Below header
Browsing Tag

special qualities

ଝିଅମାନଙ୍କ ଶରୀରରେ ଏଭଳି ଚିହ୍ନ ଥିଲେ ହୋଇଥାନ୍ତି ସେମାନେ ଖୁବ ଭାଗ୍ୟବାନ, ଜାଣନ୍ତୁ ସେହି ଚିହ୍ନ

ମନୁଷ୍ୟ ଶରୀରରେ କିଛି ଏଭଳି ଚିହ୍ନ ରହିଥାଏ ଯାହା ତାକୁ ଭାଗ୍ୟଶାଳୀ ବନାଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଶରୀରରେ ଥିବା ଚିହ୍ନ, କଳାଜାଇ ଏବଂ ଅଙ୍ଗର ଗଠନଶୈଳୀରୁ ବ୍ୟକ୍ତିର ଜୀବନ ସମ୍ପର୍କରେ ଜଣାପଡେ। ଏଥିରୁ ବ୍ୟକ୍ତି ଭାଗ୍ୟଶାଳୀ କି ନୁହେଁ ତାହା ସମ୍ପର୍କରେ ମଧ୍ୟ ଜଣାପଡେ। ଆଜି ଆମେ…

ପୁରୁଷଙ୍କର ଏହି ଅଭ୍ୟାସ, ଯାହା ସାଜିଥାଏ ବର୍ବାଦୀର କାରଣ

ବାଲ୍ମୀକି ରାମାୟଣରେ ମନୁଷ୍ୟର ଦୁର୍ଗୁଣ ଏବଂ ସଦ୍‌ଗୁଣ ବିଷୟରେ ବିସ୍ତାର ରୂପେ ବର୍ଣ୍ଣନା କରାଯାଇଛି। ଯାହା ଆଜିକାଲିର ସମୟରେ ଅଧିକ ପ୍ରାସଙ୍ଗିକ। ଏହି ପ୍ରକାର ରାମାୟଣର ଏକ ଶ୍ଲୋକରେ ମନୁଷ୍ୟ ଜୀବନ ସହ ଜଡିତ ୩ଟି କଥା ବିଷୟରେ ଉଲ୍ଲେଖ କରାଯାଇଛି। ଉଲ୍ଲେଖ ରହିଛି ମନୁଷ୍ୟ ଯଦି ଏହି ୩ଟି…