Browsing Tag

special storis

ଜେଜେମା ନାତି ବାହାଘର କଥା ପଚାରି ପାଇଲେ ଏମିତି ଉତ୍ତର, ନାତି ଶୁଣି ହୋଇଗଲା ଆଶ୍ଚର୍ଯ୍ୟ

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଥିବା ଆପଣମାନେ ଜାଣିଛନ୍ତି । ସେଥି ମଧ୍ୟରେ ବହୁତ ସୁନ୍ଦର ଏବଂ ମଜାଦାର ଭିଡିଓ ଭାଇରାଲ ହେଉଛି ।  ଠିକ ସେହିପରି ଜଣେ ଜେଜେମାଙ୍କ ଭିଡିଓ ଭାଇରାଲ ହେବା ଦେଖିବାକୁ ମିଳୁଛି ।  ଏହି ଭିଡିଓରେ ଜେଜେମା ପ୍ରଥମ ଥର ପାଇଁ ଚାର୍ଟ…

ବଦ୍ରିନାଥ ମନ୍ଦିରରେ ଶଙ୍ଖ ଫୁଙ୍କାଯାଏ ନାହିଁ କାହିଁକି? ଜାଣନ୍ତୁ ଏହା ପଛର କାରଣ

ହିନ୍ଦୁ ଧର୍ମରେ କୈାଣସି ପୂଜାପାଠର ପ୍ରଥମ ଏବଂ ଶେଷରେ ଶଙ୍ଖରନାଦ କରାଯାଇଥାଏ । ଆପଣାମମାନେ ଜାଣିଥିବେ ଯେ ପୂଜା ସହିତ, ପ୍ରତ୍ୟେକ ଶୁଭ କାର୍ୟ୍ୟ ସମୟରେ ଶଙ୍ଖ ଫୁଙ୍କା ଯାଏ । ଶଙ୍ଖକୁ ସୁଖ, ସମୃଦ୍ଧତା ଏବଂ ଶୁଭତାର କାରକ ଭାବରେ ପ୍ରମାଣିତ କରାଯାଇଛି । କୁହାଯାଏ ଯେ ଶଙ୍ଖ ନ ଫୁଙ୍କା ହେଲେ…

ବିଶ୍ୱର ସବୁଠାରୁ ଭୟଙ୍କର ଜାଗା, ଯେଉଁଠିକୁ ଥରେ ଗଲେ ଫେରିବା ଅସମ୍ଭବ

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ଅଛି, ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି । ଏହାର ନାମ ରଖାଯାଇଛି ପୋଭେଲିଆ । ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ରହିଛି, ଯାହାକୁ କେହି ବି ଜାଣନ୍ତି ନାହିଁ । ଏଠାରେ ଗୋଟିଏ ଆଶ୍ଚର୍ଯ୍ୟ କଥା ରହିଛି ଯାହା ହେଉଛି- ଯିଏ ଏଠାକୁ ଯାଏ ସେ ଆଉ ଜୀବନ୍ତ…

ଫୁଟବଲର ରଙ୍ଗ କଳା ଧଳା କାହିଁକି? ଜାଣନ୍ତୁ ଏହା ପଛର କାରଣ

ଫୁଟବଲ୍‌ ହେଉଛି ଏକ ବିଶ୍ୱ ପ୍ରସିଦ୍ଧ ଖେଳ । ସାରା ପୃଥିବୀରେ ଫୁଟବଲ୍‌ ଖେଳ ଓ ଏହାର ଖେଳାଳୀଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି । ଏହି ଖେଳ କଥା କହିଲେ ପ୍ରଥମେ ଆଖି ଆଗରେ ନାଚି ଉଠେ କଳା ଧଳା ରଙ୍ଗର ଏକ ବଲ୍‌ । ଯାହାକୁ ନେଇ ଦୁଇ ଟିମ୍‌ ମଧ୍ୟରେ ଖେଳ ହୋଇଥାଏ । ଆପଣ କେବେ ଭାବିଛନ୍ତି କି, ଯେ…

ଏହି ସ୍ଥାନରେ ଘରେ ଘରେ ରହିଛି ଏୟାରକ୍ରାଫ୍ଟ, ଛୋଟ ଛୋଟ କାମ ପାଇଁ ଗାଡ଼ି ନୁହେଁ ବ୍ୟବହାର କରନ୍ତି ପ୍ଲେନ୍‌

ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ ଗୋଟିଏ କି ଦୁଇଟି ବାଇକ୍ କିମ୍ବା କାର ରହିଥିବା ଆପଣମାନେ ଜାଣିଥିବେ । ଯେକୌଣସି ସ୍ଥାନକୁ ଯିବାକୁ ହେଲେ ଲୋକମାନେ ତୁରନ୍ତ ଗାଡ଼ି ବାହାର କରି ବାହାରକୁ ଯାଇଥାନ୍ତି । ଏହା ତ ସାଧାରଣ କଥା କିନ୍ତୁ ଆମେ ଆଜି ଯେଉଁ ଗାଁ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ,…

ଏହି ଶତାବ୍ଦୀର ଶେଷ ଆଦିମାନବ, ଜାଣନ୍ତୁ ଏ ରହସ୍ୟମୟ ବ୍ୟକ୍ତି କିଏ ଓ କିପରି ହୋଇଥିଲା ତାଙ୍କ ମୃତ୍ୟୁ

ଦୁନିଆରେ ଅନେକ ଜନଜାତି ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ସବୁ ଜନଜାତି ବର୍ତମାନ ପର୍ଯ୍ୟନ୍ତ ଜୀବିତ ଅଛନ୍ତି କିନ୍ତୁ ଗତ କିଛି ଦିନ ହେବ ଲୋପ ପାଇଛି ଏକ ଜନଜାତି। କାରଣ ସେହି ଜନଜାତିର ଶେଷ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଯାହାକୁ ଆଦିମାନବ ବୋଲି କୁହାଯାଏ। ଆପଣ ଜାଣିଛନ୍ତି କି ? ଏ…