Browsing Tag

special trains

ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ପୁରୀ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳପଥର ଘୋଷଣା

କେନ୍ୟୁଜ୍(ବ୍ୟୁରୋ):  ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧା ପାଇଁ ରଥଯାତ୍ରା (କାର୍ ଫେଷ୍ଟିଭାଲ୍) ଅବଧି ସମୟରେ ପୁରୀକୁ ଏବଂ ପୁରୀ ଠାରୁ 205 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା କରିଛି । କୋଭିଡ 19 ପ୍ରୋଟୋକଲ ଯୋଗୁଁ ଗତ ଦୁଇ ବର୍ଷରୁ ତୀର୍ଥଯାତ୍ରୀଙ୍କ…

ଟ୍ରେନ ଉପରେ ଏହି ଗୋଲାକାର ଢ଼ାଙ୍କୁଣୀ ଲାଗିବାର ରହିଛି ଏକ ବଡ଼ କାରଣ, ଜାଣନ୍ତୁ

ଭାରତୀୟ ରେଳ ବିଭାଗ ଦୁନିଆର ୪ର୍ଥ ବୃହତ୍ତମ ରେଳ ନେଟଓ୍ଵାର୍କ। ଏହାରି ମଧ୍ୟରେ ସବୁବର୍ଗର ଲୋକ ଯାତ୍ରା କରିଥାନ୍ତି। ଭାରତୀୟ ରେଳ ସହ ଜଡ଼ିତ ମାଜାଳିଆ କଥା ଆଜି ଆମେ ଆପଣଙ୍କୁ କହିବୁ। ଆପଣ ଟ୍ରେନ ଉପରେ ଥିବା ଡବାକୁ ପ୍ରାୟତଃ ଦେଖିଥିବେ। ଏହା ଗୋଲାକାର ସଦୃଶ୍ୟ ରହିଥାଏ। ଏହା ଦେଖିବାକୁ…

ଆଜି ଶ୍ରମିକ ସ୍ପେଶାଲ ଟ୍ରେନ ରାଜ୍ୟକୁ ଆସିବେ ୨୫୦୦୦ ଓଡ଼ିଆ ପ୍ରବାସୀ ଶ୍ରମିକ

ଆଜି ଓଡ଼ିଶାରେ ପହଂଚିବ ଶ୍ରମିକ ସ୍ପେଶାଲ ଟ୍ରେନ । ଏହା ଯୋଗେ ଆସୁଛନ୍ତି ୨୫ ହଜାର ପ୍ରବାସୀ ଓଡ଼ିଆ । ତାମିଲନାଡୁ, ବେଙ୍ଗାଳୁରୁ, ନୂଆଦିଲ୍ଲୀ, ସୁରଟ, ପୁନେ, ମହାରାଷ୍ଟ୍ର, ବିଶାଖାପାଟଣା, ତେଲେଙ୍ଗାନା, ଗୁଜରାଟ, ଗୋଆ ଆଦି ସ୍ଥାନମାନଙ୍କରୁ ପ୍ରବାସୀଙ୍କୁ ନେଇ ଆସୁଥିବା ଟ୍ରେନ ଗୁଡିକ…

ଆଜି ତାମିଲନାଡୁରୁ ୨ଶହ ଶ୍ରମିକଙ୍କୁ ନେଇ ପହଞ୍ଚିବ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ, ବଲାଙ୍ଗିର ଷ୍ଟେସନରେ ବ୍ୟାପକ ବ୍ୟବସ୍ଥା…

ବଲାଙ୍ଗିର(କେନ୍ୟୁଜ): ବଲାଙ୍ଗିରରେ ୯ ଘଣ୍ଟିଆ କର୍ଫ୍ୟୁ। ଆଜି ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ କର୍ଫ୍ୟୁ ବଳବତ୍ତର ରଖାଯିବ। ଜିଲ୍ଲାର ସବୁ ରାସ୍ତା ସିଲ କରିବ ଜିଲ୍ଲା ପ୍ରଶାସନ। ଆଜି ବଲାଙ୍ଗୀରରେ ପହଞ୍ଚିବ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ । ତାମିଲନାଡୁ ତିରୁପୁରର ୨ଶହ ଶ୍ରମିକଙ୍କ ନେଇ ପହଂଚିବ…

ଆଜି ବାଲେଶ୍ୱରରେ ପହଞ୍ଚିବ ୨ଟି ସ୍ୱତନ୍ତ୍ର ଟ୍ରେନ, ଏନେଇ ଆଜି ସଂଧ୍ୟା ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କର୍ଫ୍ୟୁ

ବାଲେଶ୍ୱର: ଆସୁଛି ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌। ଆଜି ୪ଟି ଟ୍ରେନ୍‌ ପହଞ୍ଚିବ। ପ୍ରବାସୀ ଓଡ଼ିଆଙ୍କୁ ନେଇ ବାଲେଶ୍ୱରରେ ପହଞ୍ଚିବ ୨ଟି ସ୍ୱତନ୍ତ୍ର ଟ୍ରେନ । ମୋଟ ୧୧୬୨ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗୁଜୁରାଟ ଓ ମହାରାଷ୍ଟ୍ରରୁ ୨ଟି ଟ୍ରେନ ଓଡ଼ିଶା ଅଭିମୁଖେ ଆସୁଛି । ପ୍ରବାସୀ ଓଡ଼ିଆଙ୍କ ଗସ୍ତକୁ…

କର୍ଣ୍ଣାଟକ ସରକାରଙ୍କ ବଡ଼ ଘୋଷଣା: ଟ୍ରେନରେ ଘରକୁ ଯାଇପାରିବେନି ଶ୍ରମିକ

କର୍ଣ୍ଣାଟକ ସରକାରଙ୍କ ବଡ଼ ଘୋଷଣା । କର୍ଣ୍ଣାଟକରୁ ଟ୍ରେନରେ କେହି ବି ଶ୍ରମିକ ଯାଇପାରିବେନି । ପ୍ରବାସୀ ଶ୍ରମିକଙ୍କ ରେଳଯାତ୍ରା ଉପରେ କଟକଣା ଲଗାଇଛନ୍ତି କର୍ଣ୍ଣାଟକ ସରକାର । ଏଥିପାଇଁ ରେଳ ବିଭାଗକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା । କର୍ଣ୍ଣାଟକରେ କରୋନା ସ୍ଥିତି…

ରଥଯାତ୍ରା ପାଇଁ ଗଡିବ ୧୯୪ଟି ସ୍ପେସାଲ ଟ୍ରେନ୍‌

ଭୁବନେଶ୍ବର (କେନ୍ୟୁଜ୍): ରଥଯାତ୍ରା ପାଇଁ ଗଡିବ ୧୯୪ଟି ସ୍ପେସାଲ ଟ୍ରେନ୍‌ । ଗୁଣ୍ଡିଚା ଠାରୁ ସୁନାବେଶ ଯାଏ ଏହି ଟ୍ରେନ ଚଳାଚଳ ହେବ। ନୟାଗଡ଼ରୁ ଖୋର୍ଦ୍ଧାରୋଡ ମଧ୍ୟରେ ୨୪ଟି ଟ୍ରେନ୍‌ ଚାଲିବ। ଯାତ୍ରୀଙ୍କ ସୁବିଧା ପାଇଁ ୬୦ଟି ଅତିରିକ୍ତ ଟିକେଟ କାଉଣ୍ଟର ଖୋଲାଯିବ। ଖୋର୍ଦ୍ଧାରୋଡ, ପୁରୀ ଓ…