Below header

ରଥଯାତ୍ରା ପାଇଁ ଗଡିବ ୧୯୪ଟି ସ୍ପେସାଲ ଟ୍ରେନ୍‌

ଭୁବନେଶ୍ବର (କେନ୍ୟୁଜ୍): ରଥଯାତ୍ରା ପାଇଁ ଗଡିବ ୧୯୪ଟି ସ୍ପେସାଲ ଟ୍ରେନ୍‌ । ଗୁଣ୍ଡିଚା ଠାରୁ ସୁନାବେଶ ଯାଏ ଏହି ଟ୍ରେନ ଚଳାଚଳ ହେବ। ନୟାଗଡ଼ରୁ ଖୋର୍ଦ୍ଧାରୋଡ ମଧ୍ୟରେ ୨୪ଟି ଟ୍ରେନ୍‌ ଚାଲିବ। ଯାତ୍ରୀଙ୍କ ସୁବିଧା ପାଇଁ ୬୦ଟି ଅତିରିକ୍ତ ଟିକେଟ କାଉଣ୍ଟର ଖୋଲାଯିବ। ଖୋର୍ଦ୍ଧାରୋଡ, ପୁରୀ ଓ ବ୍ରହ୍ମପୁରରେ ଏସବୁ କାଉଣ୍ଟର ଖୋଲାଯିବ। ୪ଟି MAY I HELP YOU କାଉଣ୍ଟର ମଧ୍ୟ ଖୋଲାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.