ପ୍ୟାରିସରେ ଗରମରେ ଛଟପଟ ହେଉଥିଲେ ଭାରତୀୟ କ୍ରୀଡାବିତ୍, ୪୦ଟି ପୋର୍ଟେବଲ ଏସି ପଠାଇଲା କ୍ରୀଡା ମନ୍ତ୍ରଣାଳୟ
କ୍ରୀଡ଼ା ଗ୍ରାମରେ ଅତ୍ୟଧିକ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି କ୍ରୀଡ଼ାବିତ । ଏହାରି ଭିତରେ ଭାରତୀୟ ଖେଳାଳିଙ୍କ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ ନେଇଛି । ଗରମରୁ ରକ୍ଷା ପାଇବା ପାଇଁ ୪୦ଟି ପୋର୍ଟେବଲ ଏସି ପଠାଇଛି କ୍ରୀଡ଼ା ମନ୍ତ୍ରଣାଳୟ । ଶେଷରେ ପ୍ୟାରିସ ଅଲିମ୍ପିକ୍ସ ଭିଲେଜରେ…